ଭାଙ୍ଗିଲା ଗଛ, ଅଳ୍ପକେ ବର୍ତ୍ତିଲେ ବିଡ଼ିଓ ଓ ବ୍ଲକ କର୍ମଚାରୀ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ସାମ୍ନାରେ ଥିବା ଏକ ପୁରୁଣା ଗଛ ଆକସ୍ମିକ ଭାବରେ ଭାଙ୍ଗି ପଡ଼ିବାରୁ ସୋମବାର ଅପରାହ୍ନରେ ଖପ୍ରାଖୋଲ ବିଡ଼ିଓ ଓ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ନିଜ ସରକାରୀ!-->…
Read More...
Read More...