କୁଲତା ସମାଜ ଯୁବ ସଂଗଠନ ତରଫରୁ ଥଣ୍ଡା ପାନୀୟ ବଣ୍ଟନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ରଥଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷ ରଥଯାତ୍ରା ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଜାଗ୍ରତ ହୋଇଥିବାରୁ ନୃସିଂହନାଥଠାରେ ହଜାର ହଜାର ଭକ୍ତଙ୍କ!-->…
Read More...
Read More...