Yearly Archives

2023

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବନ୍ୟା ପ୍ରଭାବିତ ଗ୍ରାମ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଗଷ୍ଟ ୧ ତାରିଖରୁ ଲଗାଣ ବର୍ଷାରେ ଆଦିବାସୀ ଅଧ୍ୟୁଷିତ ସଦେଇପାଲିର (ଖାଡିଆପଡା)ରେ ବର୍ଷା ଜଳ ପଶିଯିବାରୁ ୨୫ ଗୋଟି ପରିବାର ବହୁଳ ଭାବରେ ପ୍ରଭାବିତ ହୋଇଥିଲେ । ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇଙ୍କ ତତ୍ତ୍ୱାବଧାନରେ ସଂଘ କର୍ମକର୍ତ୍ତାଙ୍କ
Read More...

ବଲାଙ୍ଗିର ସମ୍ପୂର୍ଣ୍ଣା ଏନ୍‌ଜିଓ ସଂଗଠନ ଦ୍ୱାରା ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଓ ସାମ୍ବାଦିକ ଭବନଠାରେ ବିଭିନ୍ନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ପୂର୍ଣ୍ଣା ଏନ୍‌ଜିଓ (ମହିଳାମାନଙ୍କୁ ନେଇ ଗଠିତ) ତରଫରୁ ବଲାଙ୍ଗିର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ନାରୀ ପ୍ରତିଭା, ଦକ୍ଷତାର ବିକାଶକୁ ନେଇ, ଘରୋଇ ପିଠାମଣ୍ଡା ତଥା ସମ୍ବଲପୁରୀ ନୃତ୍ୟ ଆୟୋଜନ କରି ତହିଁରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ନୈପୁନ୍ୟତା,
Read More...

ରାସ୍ତାରେ ଚାଲୁଛି ଲୁହାଚକା ଟ୍ରାକ୍ଟର : ଖରାପ ହେଉଛି ରାସ୍ତା, କାର୍ଯ୍ୟାନୁ‌ଷ୍ଠାନ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଲୁହା ଚକ ଲଗାଯାଇଥିବା ଗାଡ଼ି ରାସ୍ତାରେ ନେବା ନିଷେଧ । ଏହା କେବଳ ସାଇନ ବୋର୍ଡ଼ରେ ସିମିତ । ଜାତୀୟ ରାଜପଥକୁ ସଂଯୋଗ ହୋଇଥିବା ତଥା ଦେଓଗାଁ ବ୍ଲକ ମଧ୍ୟରେ ଯାଇଥିବା ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ କିଛି ଦିନ ହେଲା ଳୁହାଚକ
Read More...

ଦେଓଗାଁ ବ୍ଲକରେ ପ୍ରବଳ ବର୍ଷା

ଭାଙ୍ଗିଲା ଘର, ପର ଘରେ ଆଶ୍ରୟ ନେଉଛନ୍ତି ପରିବାର ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଅନେକ ଗାଁ ପାଣି ଘେରରେ ରହିଥିବା ବେଳେ ନଦୀଗୁଡ଼ିକ ଫୁଲିବାରେ ଲାଗିଛି । ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ବର୍ଷା ଯୋଗୁଁ ଘର ଭାଙ୍ଗିବାର ଚିତ୍ର
Read More...

ଅଗଷ୍ଟ ୧୬ରୁ ସମସ୍ତ ବିଦ୍ୟାଳୟରେ ଝୁଲିବ ତାଲା : ଶିକ୍ଷକ ସଂଘର ନିଷ୍ପତି

ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ ମ.ରାମପୁର, (ହେମନ୍ତ ସାହୁ) : ଏୟୁପି ଟିଏଫ୍ ନେତୃତ୍ୱରେ ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ଏକଜୁଟ ହୋଇ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରୁ ସାମୁହିକ ଛୁଟିରେ ଯିବେ ବୋଲି ନିଷ୍ପତି ନେଇଛନ୍ତି । ଏନେଇ ଆଜି ମ.ରାମପୁରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ପାଣି ଘେରରେ ଆଗଲପୁର ବ୍ଲକ ଡେଙ୍ଗଜୁରୀ ଗାଁ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଆଗଲପୁର ବ୍ଲକ ଡେଙ୍ଗଜୁରୀ ଗାଁ ଚାରିପଟେ ପାଣି ଘେରି ଯାଇଛି । ଗ୍ରାମର ଗୋଟିଏ ପଟେ ନଦୀ ଓ ଆଉ ଗୋଟିଏ ପଟେ ଘେସାଲୀ ଜୋର ବହି ଯାଉଥିବାରୁ ବର୍ଷା ଜନିତ ବନ୍ୟା ପାଣି ଗାଁକୁ ମାଡି ଆସିଛି । ପାଣି ଘେରରେ ଥିବା ଖବରପାଇ ଆଗଲପୁର
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ…

ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କାକୁ ବୃଦ୍ଧି ଭୁବନେଶ୍ୱର : ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ
Read More...

ସାମାଜିକ ଅନୁଷ୍ଠାନ ‘ଆମ ପରିବାର ଅତାବିରା’ ପକ୍ଷରୁ ସମଲପୁରୀ ଦିନ୍ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ଗତବର୍ଷ ଭଳି ଚଳିତ ବର୍ଷ ବରଗଡ଼ ଜିଲ୍ଲା ଅତାବିରାର ନବ ଗଠିତ ସାମାଜିକ ଅନୁଷ୍ଠାନ "ଆମ ପରିବାର, ଅତାବିରା" ତରଫରୁ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ୍‌ ଦ୍ୱିତୀୟ ବର୍ଷରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନଠାରେ ଅନୁଷ୍ଠିତ ସମଲପୁରୀ
Read More...

ପଦ୍ମପୁର-ପାଟଣାଗଡ଼ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭ

କେନ୍ଦ୍ର ସରକାରଙ୍କ ଅନୁଦାନ ଟଙ୍କାରେ ହେଲା କାମ ଆରମ୍ଭହୋଡିଂରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ଫୋଟୋ ନ ଥିବାରୁ ବିଜେପି ପକ୍ଷରୁ ବିରୋଧ ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ସିଆର୍‌ଆଇଏଫ୍‌ ଫଣ୍ଡରୁ ପଦ୍ମପୁର-ପାଟଣାଗଡ଼ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭ
Read More...

ଓପିଏସ୍‌ସି ପାଇଲେ ଶୈଳସୂତା ଦାସ

ମ.ରାମପୁର, (ହେମନ୍ତ ସାହୁ) : ସଂପ୍ରତି ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୭୭ ର୍ୟାଙ୍କ ରଖି କୃତ କାର୍ଯ୍ୟ ହୋଇଛନ୍ତି ଶୈଳସୂତା ଦାସ । ପିତା ଅନୀଲ କୁମାର ଦାସ ଓ ମାତା ସବିତା ଦାସଙ୍କ ଝିଅ ଶୈଳସୂତା ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦୧୦ ମସିହାରେ
Read More...