Daily Archives

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରାଯିବା ପାଇଁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରାଯିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗଙ୍କ ନେତୃତ୍ୱରେ ବଲାଙ୍ଗିର ସଦର ବ୍ଲକର ସମିତି ସଦସ୍ୟ ସଦସ୍ୟା, ସରପଂଚ,
Read More...

ରେଳବାଇ ପୁଲିସ ଦ୍ୱାରା ତିରୁଚିରାପଲି ଟ୍ରେନରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରେଳବାଇ ପୁଲିସ ଦ୍ୱାରା ତିରୁଚିରାପଲି ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କୁରୁଢ଼ା ଗ୍ରାମର ନିରଞ୍ଜନ ନାୟକଙ୍କ ପୁଅ ପ୍ରଭାତ କୁମାର ନାୟକ(୪୨) ବୋଲି
Read More...

ୱାର୍ଡ ସଭ୍ୟସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତି ରାଜ ପ୍ରତିଷ୍ଠାନ ତରଫରୁ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ)ର ମିଳିତ ଆନୁକୂଲ୍ୟରେ ସଂସ୍ଥାର ନିଜସ୍ୱ କାର୍ଯ୍ୟାଳୟଠାରେ ତିନିଦିନ ଧରି ୱାର୍ଡ ସଭ୍ୟସଭ୍ୟାଙ୍କ ତାଲିମ କାର୍ଯ୍ୟକ୍ରମ
Read More...

ପଦ୍ମପୁରରେ ମିଲେଟ ଶକ୍ତି ନିଉଟ୍ରି ସେଣ୍ଟର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟ ନିକଟରେ ଓଡିଶା ମିଲେଟ ମିଶନ ସାହାଯ୍ୟରେ ମିଲେଟ ଶକ୍ତି ନିଉଟ୍ରି ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏହି ସେଣ୍ଟରକୁ ଅନୁଷ୍ଠାନିକ ଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା
Read More...

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସଚେତନତା ରଥକୁ ଭବ୍ୟ ସ୍ୱାଗତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିଠାରେ ଗୁରୁବାର ଦିନ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସଚେତନତା ରଥକୁ ଭବ୍ୟ ସ୍ୱାଗତ କରାଯାଇଛି । ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଓ ମୁକୁନ୍ଦି ଲାଲ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତାଧିକ ଛାତ୍ରୀ ଏବଂ
Read More...

ମଦନପୁରଠାରେ ଏମ୍‌ସିସି ନକ୍‌ଆଉଟ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଗୋଟିଏ ଦିନରେ ତିନୋଟି ମେଚଡି. କରଲାଖୁଣ୍ଟା ଦଳ କଲା ସେମି ଫାଇନାଲକୁ ପ୍ରବେଶ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ଏମ୍‌ସିସି ନକ୍‌ଆଉଟ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ୧୬ ଗୋଟି ଦଳ ଅଂଶଗ୍ରହଣ
Read More...

ପିପିପି ହାଇସ୍କୁଲର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ପିପିପି ହାଇସ୍କୁଲ ବରିହାପୁଖାପାଣିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗିରିଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ଏବିଇଓ ନେହେରୁ ଦାଶ,
Read More...

ନକଲି ଔଷଧ କାରବାର ଅଭିଯୋଗରେ ୧ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : କିଛିଦିନ ହେଲା ରାଜ୍ୟରେ ନକଲି ଔଷଧ ପ୍ରସ୍ତୁତି ଏବଂ ବିକ୍ରି ନେଇ ଉଦ୍‌ବେଗଜନକ ସ୍ଥିତି ଲାଗି ରହିଥିଲା । ନକଲି ଔଷଦ କାରବାର ଅଭିଯୋଗରେ ବରଗଡ ସହରର ଅଶୋକ ମେଡିକାଲ ମାଲିକ ସୁନୀଲ ଅଗ୍ରୱାଲଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ
Read More...

ଉତ୍ସାହର ସହ ରକ୍ତଦାନ କଲେ ଜେଆଇଟିଏମ୍‌ର ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଞ୍ଚୁରିୟାନ ୟୁନିଭରସିଟି (ଜେଆଇଟିମ୍‌)ର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ପଦ୍ମନାଭ ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଫାର୍ମ, ଡିଫାର୍ମ ସମସ୍ତ ଫାର୍ମାସି ଛାତ୍ରଛାତ୍ରୀ ଉତ୍ସାହର ସହ ରକ୍ତଦାନ କରିଥିଲେ ।
Read More...

ଭାରସାମ୍ୟ ହରାଇ ଓଲଟିଲା ବସ୍

କେନ୍ଦ୍ରାପଡ଼ା : ରାଜକନିକା ଗଞ୍ଜାଘାଟ ନିକଟରେ ଭାରସାମ୍ୟ ହରାଇ ଯାତ୍ରାବାହୀ ବସ 'ଦୟାଲ' ଓଲଟି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଦୟାଲ ନାମକ ଏକ ଘରୋଇ
Read More...