ଅମୃତସରର ସୁବର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଭାରତ ଯୋଡୋ ଯାତ୍ରା ଆସନ୍ତାକାଲି ଠାରୁ ପଞ୍ଜାବରେ ଆରମ୍ଭ ହେବ
ଅମୃତସର : ପଞ୍ଜାବରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପୂର୍ବରୁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ଅପରାହ୍ନରେ ଅମୃତସରର ସୁବର୍ଣ୍ଣ ମନ୍ଦିର ପରିଦର୍ଶନ ପହଞ୍ଚିଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ, ଭାରତ ଯୋଡା ଯାତ୍ରାର ୧୧୬ ତମ!-->…
Read More...
Read More...