ବଲାଙ୍ଗିର ଦିନ୍ ସ୍ମରଣିକା କମିଟି ଗଠିତ : ଆନନ୍ଦ ଚନ୍ଦ୍ର ସାହୁ ମୁଖ୍ୟ ସଂପାଦକ, ବିଭୁକଲ୍ୟାଣ ଗଡତିଆ ସହସଂପାଦକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ବଲାଙ୍ଗିର ଦିନ୍ ପାଇଁ ଅଂଚଳର ଐତିହ୍ୟ ଓ ପରମ୍ପରାକୁ ନେଇ ଏକ ସ୍ମରଣିକା ପୁସ୍ତକ ପ୍ରକାଶ ପାଇବା ପାଇଁ ପାଟେଣେଶ୍ୱରୀ ମନ୍ଦିରଠାରେ ଆଜି କମିଟି ଘୋଷଣା ହୋଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ପ୍ରେସ୍ କ୍ଲବ ସଭାପତି!-->…
Read More...
Read More...