କୋଶଳିଆ ମାଳି ସମାଜର ସାଂଗଠନିକ ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାଉମୁଣ୍ଡା ମହାଦେବ ମନ୍ଦିର ବିଜେପୁର ସର୍କଲ ଜୋନ୍ ସ୍ତରୀୟ ପଞ୍ଚମ ବୈଠକ ଲାଉମୁଣ୍ଡା ମହାଦେବ ମନ୍ଦିର ପରିସରରେ ମୁକ୍ତା ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବହୁସଂଖ୍ୟକ ମହିଳାଙ୍କ ଯୋଗଦାନ ସଭାର ଶ୍ରୀବୃଦ୍ଧି କରିଥିଲା । ସଂସାର ରଥରେ ଦୁଇଟି!-->…
Read More...
Read More...