Daily Archives

ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସାନିଟାଇଜେସନ୍‌ : ସାଧାରଣରେ ପ୍ରଶଂସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମହାମାରୀ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକାଧିକ ସାମାଜିକ କାର୍ୟ୍ୟ ହାତକୁ ନିଆଯାଇଛି । ଗତକାଲି ଜଣେ ନିରାଶ୍ରିତ ମହିଳାଙ୍‌ଙ୍କୁ ଉଦ୍ଧାର କରି ପୋଲିସର ଜିମା
Read More...

ପାରାଦୀପରେ ୟସ୍‌ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା ଓ ପବନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ୟସ ପ୍ରଭାବରେ ବର୍ଷା ଓ ପବନ ଆରମ୍ଭ ହୋଇଗଲାଣି । ତେବେ ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡ଼ ରୂପ ନେବ । କାଲି ଆହୁରି ଘନୀଭୂତ ହୋଇ ଅତିପ୍ରବଳ ବାତ୍ୟା ହେବ ବୋଲି
Read More...

ଏଡିଜି ଯଶଓ୍ଵନ୍ତ ଜେଠଓ୍ଵା ବାଲେଶ୍ୱରରେ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କଲେ

ବାଲେଶ୍ୱର : ବାଲେଶ୍ୱର ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଓଡ୍ରାଫ୍‌ ଟିମ୍‌ ସହ ଏଡିଜି ଯଶଓ୍ଵନ୍ତ ଜେଠଓ୍ଵା ବାଲେଶ୍ୱରରେ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି । ଆଜି ବାଲେଶ୍ୱରରେ ଅଧିକ ୩ଟି ଓଡ୍ରାଫ୍‌ ଟିମ୍‌ ପହ଼ଞ୍ଚିଛନ୍ତି । ଆସନ୍ତାକାଲିଠୁ ବାତ୍ୟା
Read More...

ଜୁନ ୩ରେ ‘ନବୀନ’ ପକ୍ଷରୁ ପଦ୍ମଶ୍ରୀ ମୋହନ ନାୟକଙ୍କ ଶତବାର୍ଷିକୀ ପାଳନ ନିଷ୍ପତ୍ତି

ବ୍ରହ୍ମପୁର, (କେପିଏନଏସ୍‌) : ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ, ସମାଜସେବୀ, ତ୍ୟାଗୀ, ଦଳିତ ନିଷ୍ପେସିତ ଜନତାଙ୍କ ତ୍ରାଣକର୍ତ୍ତା, ନିମଖଣ୍ଡି ଠକ୍କର ବାପା ଆଶ୍ରମର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ଶିଷ୍ୟ, ବରିଷ୍ଠ କଂଗ୍ରେସ ନେତା
Read More...

ସାମ୍ଭାବ୍ୟ ବାତ୍ୟା ନେଇ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କ ଖାଦ୍ୟ ଯୋଗାଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନାର ଭୟଙ୍କର ରୂପ ସାଙ୍ଗକୁ ସାମ୍ଭାବ୍ୟ ବାତ୍ୟା ୟାସକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଲକରେ ବାତ୍ୟାକୁ
Read More...

ସୁଲଭ ଦରରେ ପନିପରିବା ଯୋଗାଇଲେ ମିଶନଶକ୍ତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ସମୟରେ ମିଶନ ଶକ୍ତି ମହିଳା ମହାସଂଘ ଡେଲାଙ୍ଗ ବ୍ଲକ ପକ୍ଷରୁ ସୁଲଭ ଦରରେ ପନିପରିବା ବିଭିନ୍ନ ପଂଚାୟତରେ ଯୋଗାଇ ଦେଇଛି । ଆଜି ଅଟୋ ଯୋଗେ ଧାନକେରା, ଗୁଆଲିିପଡା, ଜେନାପୁର, ଶ୍ରୀପୁରୁଷତ୍ତମପୁର ପଂଚାୟତରେ ଗାଁକୁ ଗାଁ ବୁଲି
Read More...

ଅବସରପ୍ରାପ୍ତ ସଂହିତା ବିଭାଗ ପ୍ରଫେସର ଡା. ସୁଶୀଳ ମେହେର ଚାଲିଗଲେ

ବଲାଙ୍ଗିର ଆୟୁର୍ବେଦିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ସଂହିତା ବିଭାଗ ପ୍ରଫେସର ଡା ସୁଶୀଳ ମେହେରଙ୍କ ଗତକାଲି ଭୂବନେଶ୍ଵର ସ୍ଥିତ ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଥିବା ଖବର ମିଳିଛି । ବଲାଙ୍ଗୀର ସାଗର ପଡାରେ ବହୁ ବର୍ଷ ଧରି ନିଜ ଘରେ ରହୁଥିବା ବେଳେ ଜରାସିଂହା ତାଙ୍କ ପୈତୃକ ଗ୍ରାମ ।
Read More...

ପାଇକମାଲ ବିଜେପି ଯୁବମୋର୍ଚ୍ଚା ତରଫରୁ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେବା ହିଁ ସଙ୍ଗଠନ ବର୍ତ୍ତମାନ ସାରା ଜନ ମାନସକୁ କରୋନା ସଂକ୍ରମଣ ର ଚିନ୍ତା ଘାରିଥିବା ବେଳେ ଦିନ କୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏଣୁ ଭାରତର ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଅନୁଚିନ୍ତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର
Read More...

କୋରୋନା ସମୟରେ ପିଇବା ପାଣିରୁ ବଞ୍ଚିତ ୱାର୍ଡ ନମ୍ବର ୧୧ର ବାସିନ୍ଦା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋରୋନା ଭୁତାଣୁର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି ଏ ନେଇ ସରକାର ନିୟମ ମାନେ କଡାକଡି କରିଛନ୍ତି ଲୋକଙ୍କୁ ଅତି ଜରୁରୀ କାମ ନ ହେଲେ ଘରୁ ପଦାକୁ ବାହାରନ୍ତୁ ନାହିଁ ବୋଲି କହୁଛନ୍ତି । ସମସ୍ତ ସୁବିଧା କରୁଛନ୍ତି, ହେଲେ ପଦ୍ମପୁର
Read More...

ପାଇକମାଲରେ ସେବା ହିଁ ସଂଗଠନର ଚତୁର୍ଥ ଦିନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେବା ହିଁ ସଂଗଠନ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଟାଙ୍କ ପ୍ରେରଣାରେ ସାରା ଭାରତ ବର୍ଷର ବିଭିନ୍ନ ପିଏଚ୍‌ସି, ସିଏଚ୍‌ସି ମାନଙ୍କରେ ଭାଜପା କୃଷକ ମୋର୍ଚ୍ଚା ତରଫରୁ ପାଇକମାଲ ପିଏଚ୍‌ସିରେ ଆରମ୍ଭ ହୋଇ ଥିବା ସେବା ହିଁ ସଂଗଠନ
Read More...