Monthly Archives

January 2021

ଏସ୍‌ଏସ୍‌ଡି ହାଇସ୍କୁଲରେ ବିଦାୟ କାଳୀନ ସମ୍ବର୍ଦ୍ଧନା ତଥା ସ୍ବାଗତ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସ୍ଥିତ ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସହ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ସଭାପତିତ୍ବ କରିଥିବା ବେଳେ ବରିଷ୍ଠ
Read More...

ନଟରାଜ କଳା ପରିଷଦର ବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (ଦେବଶିଷ ମିଶ୍ର) : ନଟରାଜ କଳା ପରିଷଦର ୨୫ବର୍ଷ ପୁର୍ତ୍ତି ଅବସରରେ ଏକ ବୈଠକ ସଭାପତି ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ବର୍ଷ ତମାମ୍‌ ୨୫ ବର୍ଷ ପାଳନ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସଭ୍ୟମାନଙ୍କ
Read More...

ବରଗଡ଼ରେ ବିଜେଡି ଯୁବ ଛାତ୍ର ଶାଖାର ମହା ସମାବେଶ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜାତୀୟ ଯୁବ ଦିବସ ଅବସରରେ ବରଗଡ଼ ଅନ୍ନପୂର୍ଣ୍ଣା ପେଲେସ ଠାରେ ବରଗଡ଼ ଜିଲ୍ଲା ବିଜେଡ଼ି ଯୁବ ଛାତ୍ର ଶାଖା ପକ୍ଷରୁ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ମନ୍ତ୍ରୀ ସୁଶାନ୍ତ ସିଂ, ସାପ୍ସସଦ ପ୍ରସନ୍ନ ଆଚାର୍ୟ୍ୟ, ବିଧାୟକ
Read More...

ରାକ୍ସିମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଜମି ଜବର ଦଖଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାକ୍ସିମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ ପରିଚାଳନା ସମିତି ତଥା ମୋ ସ୍କୁଲ ଅଭିଯାନ ସମ୍ପର୍କରେ ହରିହର ଥନାପତିଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀଙ୍କ ଆହ୍ୱାନରେ ଏକ ବୈଠକ ବସିଥିଲା । ଏହି ବୈଠକରେ ମୋ ସ୍କୁଲ
Read More...

ଓଷ୍ଟା ବଲାଙ୍ଗିର ତରଫରୁ ଶିକ୍ଷାମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଡାକ ବଙ୍ଗଲା ବଲାଙ୍ଗିରରେ ପହଂଚିବା ପରେ ପରେ ଜିଲ୍ଲାପାଳ ତଥା ବିଭିନ୍ନ ଶିକ୍ଷା ବିଭାଗର ଅଧିକାରୀ, ଓଷ୍ଟା ବଲାଙ୍ଗିର ଶାଖା ପ୍ରାଥମିକ ଶିକ୍ଷକ ସଂଘଠନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ
Read More...

ଜିଲ୍ଲା ଛାତ୍ର କଂଗ୍ରେସର କମ୍ପନ ସମାବେଶ : ନିଯୁକ୍ତି, ସ୍ୱାଭିମାନ ଓ ଅଧିକାର ପାଇଁ ଲଢେଇ ଜାରି ରହିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜାତୀୟ ଯୁବ ଦିବସ । ଏହି ମହାନ ଦିବସ ଅବସରରେ ଜିଲ୍ଲାର ଯୁବକ ଓ ଯୁବତୀ କଲେଜ ଛକ ସ୍ଥିତ ସରୋଜିନୀ ରେସିଡେନ୍ସି ଠାରେ ଏକତ୍ରିତ ହୋଇ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହରି ଥିଲେ । ପୁର୍ବତନ ଛାତ୍ର ସଭାପତି
Read More...

ନୂଆ ନିଯୁକ୍ତି ଉପରେ ସଂଘ ଅଧିକ ଧ୍ୟାନ ଦେବ: ଏସଡିସିସି କର୍ମଚାରୀ ସଂଘ ସଭାପତି

ବରଗଡ଼, (ସତ୍ୟନାରାୟଣ ପଧାନ) : ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘ ର ନୂଆ ସଭାପତି ଓ ସମ୍ପାଦକ ମନୋନୀତ ହୋଇଛନ୍ତି। କାମିନୀ ମୋହନ ପୁରୋହିତ ସଭାପତି ଓ ଦେବେଶ ରଂଜନ ଧର ସମ୍ପାଦକ ଭାବେ ସଂଘର ଦାୟିତ୍ୱ ନେଇଛନ୍ତି। ପୂର୍ବତନ କର୍ମଚାରୀ ସିବାନନ୍ଦ ମଟାରି, ବିରଞ୍ଚି
Read More...

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ପ୍ରେମୀ ଯୁଗଳଙ୍କ ମୃତଦେହ ବିଲପାଖ ଏକ ଗଛରୁ ଝୁଲନ୍ତା ଉଦ୍ଧାର କରାଯାଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମରେ । ବହଳଦା-ଝରାଡ଼ିହି ମୁଖ୍ୟ ରାସ୍ତାକଡ କାଙ୍କି ଗ୍ରାମ ନିକଟସ୍ଥ ଏକ ବିଲ କଡ ଗଛରେ ପ୍ରେମୀ ଯୁଗଳଙ୍କ
Read More...

ସିଲେଟକାନୀ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ: ତଲବାହାଲକୁ ହରାଇ ବାଞ୍ଜିବାହାଲି ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିଲେଟକାନୀରେ ଏକ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ ନୁନିଆଢପାକୁ ତଲବାହାଲ୍ ଦଳ ହରାଇଥିବା ବେଳେ ଦ୍ବିତୀୟ ସେମିଫାଇନାଲରେ ମୁରସିଂହକୁ ବାଞ୍ଜିବାହାଲି ହରାଇଥିଲା । ଫାଇନାଲରେ ତଲବାହାଲକୁ
Read More...

ଛାଡ ହେଲା ମ୍ୟାଟ୍ରିକ ପରୀକ୍ଷା ଫିସ୍‌

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଫି ଛାଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷା ଫି ଛାଡ଼ ଦ୍ୱାରା ଉପକୃତ ହେବେ ୬ ଲକ୍ଷ ଛାତ୍ରଛାତ୍ରୀ । ଫି ଛାଡ଼ ପାଇଁ ୨୭ କୋଟି ବ୍ୟୟଭାର ବହନ କରିବେ ସରକାର । ମାଟ୍ରିକ ପରୀକ୍ଷା ପାଇଁ ପ୍ରତି ପିଲାଙ୍କୁ ୪୨୦ ଟଙ୍କା ଫି ପଡ଼ିଥାଏ ।
Read More...