Monthly Archives

January 2021

ଏବିଭିପି ବରଗଡ ନଗର ଶାଖା ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବରଗଡ ନଗର ଶାଖା ତରଫରୁ ବରଗଡ ନଗରର ଗୋବିନ୍ଦପାଲି ଛକ୍‌ ଠାରେ ଥିବା ବିବେକାନନ୍ଦ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରୀୟ ସ୍ଲୋଗାନ ଓ ରାଷ୍ଟ୍ରଗୀତ ଗାନ ଦ୍ବାରା ମାଲ୍ୟାର୍ପଣ କରାଯାଇ ରାଷ୍ଟ୍ରୀୟ ଯୁବାଦିବସ ବା ସ୍ବାମୀ
Read More...

ଆତ୍ମଘୋଷିତ ମୁସଲମାନ ଧର୍ମ ପ୍ରଚାରକ ଯୌନ ଅପରାଧୀଙ୍କୁ ହଜାରେ ୭୫ ବର୍ଷ ଜେଲ

ଅଙ୍କାରା : ତୁର୍କୀର ଏକ କୋର୍ଟ ଯୌନ ଅପରାଧ ପାଇଁ ଆତ୍ମଘୋଷିତ ମୁସଲମାନ ଧର୍ମ ପ୍ରଚାରକ ଅଦ୍‌ନାନ୍‌ ଅକ୍‌ତାରଙ୍କୁ ହଜାରେ ୭୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆପରାଧିକ ଗ୍ୟାଙ୍ଗର ନେତୃତ୍ୱ ନେବା, ଠକେଇ, ପ୍ରତାରଣା, ଯୌନ ଶୋଷଣ ଆଦି ମାମଲାରେ ୬୪ ବର୍ଷୀୟ ଅଦନାନ୍‌ଙ୍କୁ କୋର୍ଟ ଦୋଷୀ
Read More...

ଓଲଟିଲା ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଦିଲଖୁସ ବସ୍‌ : ୨ ଗୁରୁତର

ନବରଙ୍ଗପୁର : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଦିଲଖୁସ ବସ୍‌ (ନମ୍ବର ଓଡି୦୨ଓଏସ୫୦୯୭) ଓଲଟି ଯାଇଥିବା ଜଣାପଡ଼ିଛି । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଦୁର୍ଘଟଣାରେ ଗାଡ଼ିର ହେଲପର ଓ ଅନ୍ୟ ଜଣେ
Read More...

ଯୁବ ସାମ୍ବାଦିକ ନିମାଇଁ ଚରଣ ବଘାରଙ୍କ ଅକାଳ ବିୟୋଗ

ମୁରିବାହାଲ, (ଗୌରବ ଦର୍ଜୀ) : ଚାଲିଗଲେ ଯୁବ ସାମ୍ବାଦିକ ନିମାଇଁ ଚରଣ ବଘାର(୪୭) । ଗତ ରାତି ପ୍ରାୟ ୧୦ଟା ସମୟରେ ଘରେ ଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା ବେଳେ ତାଙ୍କୁ ମୁରିବାହାଲ ସିଏଚ୍‌ସିକୁ ନିଆଯାଇଥିଲା । ସେଠାରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଯୁବ
Read More...

ଜଜବା ହାସିମ ଅବଦୁଲ୍ଲା ଟ୍ରଷ୍ଟ ତରଫରୁ ପର୍ଯ୍ୟଟକମାନଙ୍କୁ ମାକ୍ସ ସାନିଟାଇଜର ବଣ୍ଟନ

ପୁରୀ, (କେପିଏନ୍‌ଏସ୍‌) : ସାରା ଓଡିଶାରେ ସମାଜ ସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏବଂ ସାରା ଓଡିଶାର ଗରିବ ଦୁଃଖୀମାନଙ୍କ ଦରଦୀ ବନ୍ଧୁ ସାଜିଥିବା ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଜବା ହାସିମ ଅବଦୁଲ୍ଲା ଟ୍ରଷ୍ଟ ସମାଜ ସେବା କ୍ଷେତ୍ରରେ ଆଉ ପାଦେ
Read More...

ମାର୍କେଟ୍‌ ଯିବା ପୂର୍ବରୁ ଜାଣିନେବା ଆସନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍କେଟ୍‌କୁ ଯିବା ପୂର୍ବରୁ ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ମୁକ୍ତାକେଶୀ ବାଇଗଣ - ୩୦ ଟଙ୍କା, କଳା ବାଇଗଣ - ୨୫ ଟଙ୍କା, ଅମୃତଭଣ୍ଡା - ୧୫ ଟଙ୍କା, କୁନ୍ଦୁରୁ - ୩୦ ଟଙ୍କା,
Read More...

ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବଂଧୁ ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ
Read More...

ମେଗା ଏସ୍.ଏଚ୍.ଜି. ଋଣ ମେଳା ଅନୁଷ୍ଠିତ

ଅନୁଗୁଳ (୧୨.୦୧.୨୦୨୧): ଆଜି ଅନଗୁଳ ଜିଲ୍ଲାର ବଇଣ୍ଡାଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବଇଣ୍ଡା ଶାଖା ଓ ଓଡ଼ିଆ ଲାଇଭଲିହୁଡ୍ ମିଶନ, କିଶୋରନଗର ବ୍ଲକର ମିଳିତ ଆନୁକୂଲ୍ୟରେ ଏକ ମେଗା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍.ଏଚ୍.ଜି.) ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଋଣ ମେଳାରେ ଭାରତୀୟ ଷ୍ଟେଟ୍
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଅସହାୟ ମହିଳା ଫୁଲମତୀ ପାଇବେ ବା‌ର୍ଦ୍ଧକ୍ୟ ଭତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ମାଲପଡା ପଞ୍ଚାୟତ ମାଲପଡା ଗ୍ରାମର ଫୁଲମତୀ ମାଝୀ (୭୦) ବାର୍ଦ୍ଧକ୍ୟ ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିଲେ । ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ଭତ୍ତା
Read More...

ଠିକାଦାରପଡା ରାସ୍ତା ଓ ଘର ଭିତରେ ଡ୍ରେନ୍‌ ପାଣି ବୋହିବା ବିରୁଦ୍ଧରେ ଭିଆଇପି ପକ୍ଷରୁ ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ପୁରୁଣା ଠିକାଦାରପଡା ମୁଖ୍ୟ ରାସ୍ତା ତଥା ଘର ଭିତରେ ଡ୍ରେନ୍‌ ପାଣି ବୋହିବା ବିରୁଦ୍ଧରେ ଆଜ ଭିଲେଜର୍ସ ଇଣ୍ଡିଆ ପାର୍ଟି ଏବଂ ଠିକାଦାରପଡା ସଚେତନ ନାଗରିକ ସମିତି ତରଫରୁ ଠିକାଦାରପଡା ଛକରେ ଧାରଣା ଦିଆଯାଇଛି । ଠିକାଦାରପଡାରେ ଡ୍ରେନ୍‌
Read More...