Monthly Archives

January 2021

କରୁଆଁଝର ୨୬ତମ ଆଜାଦ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : କୁଠୁର୍ଲାକୁ ହରାଇ କରୁଆଁଝର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କରୁଆଁଝରର ଆଜାଦ କ୍ରିକେଟ ପ୍ରତଯୋଗିତାରେ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ଫାଇନାଲରେ କରୁଆଁଝର ଓ କୁଠୁର୍ଲା ମଧ୍ୟରେ ହୋଇଥିଲା । ସେହି ମ୍ୟାଚରେ କରୁଆଁଝର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୬ ଓଭରରେ ୪୩ରନ୍ କରିଥିବା ବେଳେ
Read More...

ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ ଓ ପାଇକପଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ଥିବା ମଣିଶ୍ରୀ ଫୁଟବଲ କ୍ଲବ ପକ୍ଷରୁ ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଳ ଟୁର୍ଣ୍ଣାମେଣ୍ଟଆଜି ଦ୍ୱିତୀୟ ଦିନରେ ପହଂଚିଛି । ଆୟୋଜିତ ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି
Read More...

ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ପ୍ରତିବାଦ : ବଲାଙ୍ଗୀର ଜିଲ୍ଲା ଦଳିତ ଅଧିକାର ମଞ୍ଚର ଦାବୀପତ୍ର ପ୍ରଦାନ

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗୀର ଜିଲ୍ଲା ଦଳିତ ଅଧିକାର ମଞ୍ଚ ତଥା ରାଜ୍ ଆଗଲପୁର ବ୍ଳକର ନିକଟବର୍ତ୍ତି ବୁଦୁଲା ଗ୍ରାମ ପଞ୍ଚାୟତର ମହଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ପ୍ରତିବାଦ କରିବା ପାଇଁ ଆଗଲପୁର(ଡୁଡୁକା
Read More...

ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଷ୍ଟ୍ରୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବଲାଙ୍ଗିର କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲା କାର୍ୟ୍ୟାଳୟରେ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ କରିବା ସହ ଜିଲ୍ଲା ନଗର ସଭାପତି ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଓ ଜିଲ୍ଲା ବରିଷ୍ଠ
Read More...

ସିସିଟିଭି ଫୁଟେଜ ଆଧାରରେ ୨ ଲୁଟେରାଙ୍କୁ ଗିରଫ କଲା ପୋଲିସ୍‌

ବରଗଡ : ବରଗଡ଼ସ୍ଥିତ ବିନାୟକ ହୋଟେଲ ପରିସରରେ ଲୁଟ ହୋଇଥିବା ଲୁଟେରା ଗିରଫ ହୋଇଛନ୍ତି । ଲୁଟେରା ଜଣକ ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୫ର ରାମ ଓରଫ ରାଘବ ନାଏକ ଏବଂ ହର୍ଲୁ ଗୁର୍ଲା । ଗିରଫ ପରେ ଦୁର୍ବୃତ୍ତିଙ୍କଠାରୁ ୨ ଲକ୍ଷ ୩୫ ହଜାର ଟଙ୍କା, ଗୋଟିଏ ବାଇକ୍‌, ୨ଟି ଛୁରୀ ଏବଂ
Read More...

ଦକ୍ଷ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବଦନାମ କରିବା ହୀନ ଉଦ୍ୟମକୁ ପାରାଦ୍ୱୀପ ନାଗରିକ ମଞ୍ଚର ବିରୋଧ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପକ୍ଷଭୁକ୍ତ କରିବା ପ୍ରତିବାଦରେ ପାରାଦ୍ୱୀପ ନାଗରିକ ମଞ୍ଚର ସଦସ୍ୟମାନେ ଏହାକୁ ବିରୋଧ କରିଛନ୍ତି । ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ
Read More...

ପାରାଦ୍ୱୀପରେ ଆରମ୍ଭ ହେଲା ଦୁଇଦିନିଆ ମିଳିତ ଉକୂଳ ସୁରକ୍ଷା ଅଭ୍ୟାସ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଉପକୂଳ ସୁରକ୍ଷାକୁ ଅଧିକ ମଜଭୁତ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଉପକୂଳରେ ‘ସାଗର ଭିଜିଲ୍‌’ ନାମକ ଦୁଇ ଦିନିଆ ମିଳିତ ଉପକୂଳ ସୁରକ୍ଷା ଅଭ୍ୟାସ ଆରମ୍ଭ ହୋଇଛି । ଏହି ଅଭ୍ୟାସରେ ଭାରତୀୟ ତଟ୍ଟରକ୍ଷୀ ବାହିନୀ, ସିଆଇଏସ୍‌ଏଫ୍‌, ସାମୁଦ୍ରିକ
Read More...

ଜାନୁଆରୀ ୧୩ରେ ପାରାଦ୍ୱୀପ ବନ୍ଦର କ୍ରିକେଟ : ଜିଲ୍ଲାର ୧୬ବର୍ଷରୁ କମ୍‌ ବାଳକ ବିଭାଗର ଚୟନ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜନ ହେବାକୁ ଥିବା ୧୬ ବର୍ଷରୁ କମ (ବାଳକ) କ୍ରିକେଟ ଟିମ୍‌ ପାଇଁ ପାରାଦ୍ୱୀପ କ୍ରିକେଟ ଜିଲ୍ଲା ନିମନ୍ତେ ଖେଳାଳୀ ଚୟନ ଆସନ୍ତା ଜାନୁଆରୀ ୧୩ ତାରିଖ ବୁଧବାର ଦିନ ସକାଳ ୧୧ଟା ସମୟରେ ପାରାଦ୍ୱୀପର ଗୋପବନ୍ଧୁ
Read More...

୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଆଇସିଡିଏସ୍‌ ସୁପରଭାଇଜର

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ଆଇସିଡିଏସ୍‌ ସୁପରଭାଇଜର ରାଧାରାଣୀ ଦେଈ । ଚଢାଉ ବେଳେ ଘରୁ ୨ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା କୁଟ୍ରୃଖମାର ସେକ୍ଟର ଆଇସିଡିଏସ୍‌ ସୁପରଭାଇଜର ରାଧାରାଣୀ ଦେଈ ୧୦ ହଜାର ଟଙ୍କା
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ୱେବ୍‌ ସଂଗୋଷ୍ଠୀ ଅନୁଷ୍ଠିତ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ତରଫରୁ ସଭାପତି ଜଗଦାନନ୍ଦ ଛୁରିଆଙ୍କ ପୌରୋହିତ୍ୟରେ ‘ଅନୁବାଦ ସାହିତ୍ୟର ଇତିବୃତ୍ତି’ ପ୍ରସଙ୍ଗରେ ଏକ ୱେବ୍‌ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି । ଆଲୋଚକ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ. ସନ୍ତୋଷ କୁମାର ରଥ
Read More...