Yearly Archives

2020

ପିଲାଙ୍କ ଲାଳନ ପାଳନ ଉପରେ ନିର୍ଭର କରେ ତାଙ୍କ ଭବିଷ୍ୟତ

ପିଲାଙ୍କ ଲାଳନ ପାଳନ ଉପରେ ତାଙ୍କ ଭବିଷ୍ୟତ ନିର୍ଭର କରେ । ସେମାନେ ଯାହା ନିଜ ପିତାମାତା ତଥା ପରିବାରର ସଦସ୍ୟମାନଙ୍କ ଆଚରଣରୁ ଶିଖନ୍ତି, ତାହା ହିଁ ତାଙ୍କ ଉପରେ ପ୍ରଖର ଭାବେ ପ୍ରଭାବ ପକାଇଥାଏ । ମନସ୍ତତ୍ତ୍ୱବିଦ୍ମାନେ କୁହନ୍ତି, ନିଜ ପିଲାମାନଙ୍କ ସାମ୍ନାରେ ନିଜକୁ ଯେତିକି ଶୁଦ୍ଧ ଓ
Read More...

ଶୌଚାଳୟ ନିର୍ମାଣରେ ଦୁର୍ନୀତି : ଭିଜିଲାନ୍ସ ତଦନ୍ତ ଦାବୀ କଲା ବିଜେପି ଦଳ, ବ୍ଲକ୍ ପ୍ରଶାସନ ଛାନିଆଁ

ସଇଁନ୍ତଲା,୧/୮(ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ପାଇଖାନା ଦୁର୍ନୀତିର ଗୁମର ଖୋଲିବାରେ ଲାଗିଛି । ଅର୍ଦ୍ଧନିର୍ମିତ ପାଇଖାନାଗୁଡ଼ିକର ସଂପୂର୍ଣ୍ଣ ବିଲ୍ ଉଠାଇ ନେଇ ମାଲେମାଲ୍ ହୋଇଛନ୍ତି ଯନ୍ତ୍ରୀ ତଥା ଠିକାଦାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏହି
Read More...

ବଂଚିଛି ମାନବିକତା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପହାଂଚାଇଲେ ରେଡକ୍ରସ କର୍ମୀ

ବଲାଙ୍ଗିର,୧/୮ (ଦେବାଶିଷ ମିଶ୍ର) : କରୋନା ସମୟରେ ବାଲାଙ୍ଗିରବାସୀଙ୍କ ପାଇଁ ରେଡକ୍ରସ କର୍ମୀମାନେ ବରପୁତ୍ର ପାଲଟିଛନ୍ତି । କରୋନା ସଚେତାନତା, ରକ୍ତଦାନ, ଅସହାୟ ରୋଗୀଙ୍କୁ ଡାକ୍ତରଖାନା ପହଂଚାଇବା ହଉ କି ଅସହାୟ ଦରିଦ୍ରଙ୍କ ଖାଦ୍ୟପେୟ ବ୍ୟବସ୍ଥା କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ
Read More...

ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ବଲାଙ୍ଗିରରେ ଗୋଟିଏ ଦିନରେ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, ୧/୮ (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆଜି ଗୋଟିଏ ଦିନରେ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା କରୋନା ଯୋଦ୍ଧା ମଧ୍ୟ ସାମିଲ୍ ରହିଥିବା ରିପୋର୍ଟରେ କୁହାଯାଇଛି । ସରକାରୀ ସୂଚନା ଅନୁସାରେ କ୍ଲବପଡ଼ା-୧, ରମାଇଟକିଜ୍ ଛକ୍-୧,
Read More...

ଚଳିତ ବର୍ଷ ସେପ୍ଟେମ୍ବର ୧୯ରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)

ମୁମ୍ବାଇ, ୧/୮: ପ୍ରତିବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମାର୍ଚ୍ଚ ମାସରେ ଆରମ୍ଭ ହୋଇ ମେ ମାସରେ ଶେଷ ହେଉଥିଲା । କିନ୍ତୁ ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ତାର ତାଣ୍ଡବ ଲୀଳା ରଚି ସାରିଥିବା ବେଳେ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି ।
Read More...

ବଜାରରେ ନାହିଁ ନଥିବା ୟୁରିଆ ସାର ଅଭାବ : ଚାଷୀ ହତାଶ

ଚୁଡାପାଲି, ୧/୮ (ଦେବରାଜ ନାହାକ) : ବଲାଙ୍ଗିର ସଦର ବ୍ଲକର ଚାଷୀବର୍ଗ ଚାଷ କାମରେ ଏବେ ଜୋରସୋର ଲାଗିଛନ୍ତି । ପ୍ରାୟତଃ ଗ୍ରାମର ଧାନରୁଆ ବିହୁଡା ସରିବାକୁ ବସିଲାଣି । ବିଗତ ଦିନମାନଙ୍କରେ ଠିକ୍ ସମୟରେ ଠିକ୍ ବର୍ଷା ହୋଇଥିବା ଯୋଗୁଁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଶ୍ରାବଣରେ ଚାଷ କାର୍ଯ୍ୟ
Read More...

ଅସହାୟଙ୍କୁ ସାହା ହେଲେ କଲେଜ ଛାତ୍ରଛାତ୍ରୀ

ବଲାଙ୍ଗିର,୧/୮ (ଦେବାଶିଷ ମିଶ୍ର) : କରୋନା ଚାରିମାସ ବିତିଗଲା ପରେ ମଧ୍ୟ ସହରରେ ବିଭିନ୍ନ ସ୍ଥାନରେ ସହାୟତା ଅପେକ୍ଷାରେ ପଡ଼ି ରହିଛନ୍ତି ଅସହାୟ । ବାରମ୍ବାର ସଟଡାଉନ ଏମାନଙ୍କର ଅସୁବିଧାକୁ ଦ୍ୱିଗୁଣିତ କରୁଛି । ସହରରେ ସ୍ଥାନୀୟ ସଂକ୍ରମଣକୁ ରୋକିବାକୁ ଯାଇ ଜିଲ୍ଲା ପ୍ରଶାସନ ଜୁଲାଇ ୩୧ରୁ
Read More...

ହୋମିଓପ୍ୟାଥିକ୍‌ ଓ ପାରମ୍ପରିକ ଔଷଧ କ୍ଷେତ୍ରରେ ସହଯୋଗ ପାଇଁ ଜିମ୍ବାୱେ ସହ ସ୍ୱାକ୍ଷରିତ ବୁଝାଣାପତ୍ରକୁ କେନ୍ଦ୍ର…

ନୂଆଦିଲ୍ଲୀ (ପିଆଇବି) : ହୋମିଓପ୍ୟାଥିକ୍‌ ଓ ପାରମ୍ପରିକ ଔଷଧପତ୍ର କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ପିଛିଲାଭାବେ ଅନୁମୋଦନ କରାଯାଇଛି ।
Read More...

କରୋନା ମାଡ଼ରେ ଫିକା ଫିକା ରକ୍ଷାବନ୍ଧନ ମାହୋଲ୍

ସଇଁନ୍ତଲା, ୧/୮ (ଅଜିତ କୁମାର ସାହୁ) : ସର୍ବ ମଙ୍ଗଳ ମନାସୀ ଭଉଣୀ ଭାଇର ହାତରେ ବାନ୍ଧିଥାଏ ରାକ୍ଷୀ ଶ୍ରାବଣ ପୂର୍ଣ୍ଣିମା ରକ୍ଷାବନ୍ଧନ ତିଥିରେ । ଭାଇ ଭଉଣୀର ସଂପର୍କକୁ ଆହୁରି ବଳିÂତା ପ୍ରଦାନ କରିଥାଏ ଏହି ଉତ୍ସବ । ଚଳିତ ବର୍ଷ ରକ୍ଷାବନ୍ଧନ ପାଖେଇ ଆସୁଥିଲେ ବି ଅନ୍ୟ ବର୍ଷ ଭଳି
Read More...

ଆଜି ରାଜ୍ୟରେ ୧୬୦୨ କରୋନା ସଂକ୍ରମିତ

ଭୁବନେଶ୍ୱର, ୧/୮ (କେପିଏନ୍ଏସ୍) : ଆଜି ରାଜ୍ୟରେ ୧୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୯୯୩ ଜଣ ସଂଗରୋଧ କେନ୍ଦ୍ରରୁ ଓ ୬୦୯ ଜଣ ଲୋକାଲ୍ ରହିଛନ୍ତି । ରାଜ୍ୟରେ ୨୯ଟି ଜିଲ୍ଲାରୁ ଆଜି ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି । ସରକାରୀ ରିପୋର୍ଟ ଅନୁସାରେ ଆଜି
Read More...