Monthly Archives

November 2020

ମାଡ଼ି ଆସୁଛି ଶୀତ : ୧୫ ଡିଗ୍ରୀ ତଳକୁ ଖସିଲା ୪ ସହରର ତାପମାତ୍ରା

ଭୁବନେଶ୍ୱର : ମାଡ଼ି ଆସୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେବା ଆରମ୍‌ମ୍ଭ ହେଲାଣି । ଏବେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା କୁହାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏସଂକ୍ରାନ୍‌ନ୍ତରେ ସୂଚନା ମଧ୍ୟ ଦିଆଯାଇଛି । ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ
Read More...

ହାଣ୍ଡିଦରରେ ଆନିକଟ ପାଇଁ ପରିଦର୍ଶନ କଲେ ସହକାରୀ ଯନ୍ତ୍ରୀ : ଅଂଚଳର ପ୍ରାୟ ଏକ ହଜାର ଏକର ହେବ ଶସ୍ୟ ଶ୍ୟାମଳ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମାଣିକେରା ନିକଟରେ ଥିବା ହାଣ୍ଡିଦର(ହାଏଣ ଦରହ)ଠାରେ ଏକ ଆନିକଟ ନିର୍ମାଣ କରିବା ପାଇଁ ଅଂଚଳବାସୀ ଦୀର୍ଘଦିନ ଧରି ଦାବୀ କରି ଆସୁଥିଲେ । ଗତ କିଛି ଦିନତଳେ ଏହି ସ୍ଥାନକୁ ନର୍ଲା ବିଧାୟକ ଭୂପିନ୍ଦର ସିଂ ପରିଦର୍ଶନ କରିବା ସହିତ
Read More...

ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଶନିବାର ସ୍ୱଚ୍ଛାଗ୍ରହ’ କାର୍ୟ୍ୟକ୍ରମ ଅନୁଷ୍ଠିତ : ନିଜେ ଶ୍ରମ ଦାନ…

ରାଉରକେଲା, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଭିଏସଏସ ମାର୍କେଟରେ ରାଉରକେଲା ମହାନଗର ନିଗମ ପକ୍ଷରୁ 'ଶନିବାର ସ୍ୱଚ୍ଛାଗ୍ରହ' ନାମରେ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି । ସ୍ଵଛ ସର୍ବେକ୍ଷଣ ଅନ୍ତର୍ଗତ ସ୍ଵଛ ବଜାର କାର୍ୟ୍ୟକ୍ରମ ଆଧାରରେ ଏହି କ୍ୟାମ୍ପେନ ଆରମ୍ଭ କରିଛି
Read More...

ସ୍ଥଗିତ ରହିଲା ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍‌ ବିଜ୍ଞପ୍ତିିକୁ ସ୍ଥଗିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଜଂନ ଦାଶ । ମାଧ୍ୟମିକ ଶିକ୍ଷା ପରିଷଦ ଆସନ୍ତା ୯ ତାରିଖରୁ ମାଟ୍ରିକ ଫର୍ମ ଫିଲ୍‌ଅପ୍‌ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ
Read More...

ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗାେସ୍ୱାମୀଙ୍କ ଗିରଫକୁ ନେଇ ବିକ୍ଷାେଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରିପବ୍ଲିକ ଟିଭିର ଚିଫ ଏଡିଟର ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗାେସ୍ବାମୀଙ୍କୁ ମହାରାଷ୍ଟର ମିଳିତ ସରକାର ଚକ୍ରାନ୍ତ କରି ଗିରଫ କରିବା ନେଇ ଆଜି ଜନସାଧାରଣରେ ତୀବ୍ର ନିନ୍ଦା କରାଯାଇଛି । ଆଜି ଅପରାହ୍ନରେ ପାଇକମାଲ ବ୍ଲକର ଲଖମରା ଗ୍ରାମସ୍ଥିତ ଗାନ୍ଧୀ
Read More...

ବଜାରକୁ ପ୍ରବେଶ କଲା ମାତ୍ର ୬୯୯ ଟଙ୍କା ମୂଲ୍ୟରେ ଡିଟେଲ ଡି-୧ଗୁରୁର ମୋବାଇଲ

ନୂଆଦିଲ୍ଲୀ : ବଜାରକୁ ପ୍ରବେଶ କଲା ଡ଼ିଟେଲ କମ୍ପାନୀର ଆଉ ଏକ ନୂଆ ମୋବାଇଲ ଫୋନ୍‌ । ଡିଟେଲ କମ୍ପାନୀ ଶସ୍ତାରେ ଫିଚର୍‌ ଫୋନ୍‌ ପ୍ରସ୍ତୁତ କରି ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଡିଟେଲ ଡି-୧ଗୁରୁର ବର୍ତ୍ତମାନ ଭାରତୀୟ ବଜାରରେ ପ୍ରବେଶ କରିସାରିଛି । ଡି-୧ଗୁରୁରରେ ହ୍ୱାଟ୍ସଆପ୍‌ ଭଲି
Read More...

ସହଦେବଖୁଣ୍ଟା ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ସୂଚନା ଅନୁସାରେ ସହଦେବଖୁଣ୍ଟର ହୋଟେଲ୍‌ ଜ୍ୟୋତିସାଗର ନିକଟରେରେ ଏହି ଚଢ଼ାଉ ହୋଇଥିବା ବେଳେ ଗିରଫ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୩୭୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୩୭୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୭୯୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୫୭୬
Read More...

ଖପ୍ରାଖୋଲ ବ୍ଲକ ଝାଲବାହାଲ ଗାଁ କୋଶଳପଡାରେ ଏପର୍ଯ୍ୟନ୍ତ ସରକାରୀ ସୁବିଧା ପହଞ୍ଚି ପାରିନାହିଁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର୍ ପଞ୍ଚାୟତ ଝାଲବାହାଲ ଗାଁର କୋଶଳପଡ଼ାରେ ଏପର୍ୟ୍ୟନ୍ତ କୌଣସି ସରକାରୀ ବାବୁ ଙ୍କ ପାଦ ତଥା କୈାଣସି ସରକାରୀ ସୁବିଧା ପହଞ୍ଚି ପାରିନାହିଁ । ଏଠାରେ ୧୫ ପରିବାର ବସବାସ କରନ୍ତି । କିନ୍ତୁ ଦୁଃଖର ବିଷୟ ଏଠାକୁ ଯିବା
Read More...

ସୁବର୍ଣ୍ଣପୁରର ମହକ : ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସଂଜୀବ କୁମାର କର୍ମୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ମାଟିର ଗର୍ବ ଗୌରବ ସ୍ପେରିର ମୁଖ୍ୟ ବୈଜ୍ଞାନିକ ଡ. ସଂଜୀବ କୁମାର କର୍ମୀ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ରହିଛନ୍ତି । ଏହି ଖବରରେ ସୁବର୍ଣ୍ଣପୁରରେ ଖୁସିର ଲହରି ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆମେରିକାର ଷ୍ଟାନଫୋଡର଼୍
Read More...