Daily Archives

ପୂର୍ବତନ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ବିଜୟ ପ୍ରଧନୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନଏସ) : ପୂର୍ବତନ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ବିଜୟ ପ୍ରଧନୀଙ୍କ ଦେହାନ୍ତ ହୋଇଛି। ହଠାତ୍ ହୃଦ୍ ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଯୁବାବସ୍ଥାରେ ତାଙ୍କ ଦେହାନ୍ତ ପ୍ରିୟଜନଂକୁ ଖୁବ୍ ଦୁଃଖ ଦେଇଥିବା ବେଳେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
Read More...

ଯୋଖିପାଲି ଗ୍ରାମ ୭ ଦିନ ପାଇଁ ସଟ୍‌ ଡାଉନ ଘୋଷଣା କଲେ ସରପଞ୍ଚ : ଗାଁକୁ ସାନିଟାଇଜ କରିବା ପାଇଁ ଦାବୀ କଲେ ଯୁବ ସଙ୍ଗଠନ

ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ପାନୀୟ ଜଳଯୋଗାଣ ଠପବରଗଡ଼, (ନିରଂଜନ ତ୍ରିପାଠୀ) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମକୁ ଆସନ୍ତା କାଲିଠାରୁ ଅଗାମୀ ୧୫ ତାରିଖ ପର୍ୟ୍ୟନ୍ତ ସଟ୍‌ ଡାଉନ ଘୋଷଣା କଲେ ଯୋଖିପାଲି ଗ୍ରାମର ସରପଞ୍ଚ ତୀର୍ଥବାସୀ ବରିହା । ଏନେଇ ବିଧିବଦ୍ଧ ଭାବେ ପତ୍ର
Read More...

୧୫୦ ଦିନରେ ପହଂଚିଲା ‘ସ୍ମାଇଲ୍‌ ଫର୍‌ ଅଲ୍‌’ର ଖାଦ୍ୟବଂଟନ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଥିବା ବେଳେ ଏହି ସଂକଟ ଯେପରି ବଢ଼ି ନଯାଏ ସେ ଦିଗରେ ସରକାର ତୁରନ୍ତ ସମସ୍ତ ରାଜ୍ୟ ତଥା ଜିଲ୍ଲାମାନଙ୍କୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ସହରରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସର୍ବତ୍ର ଦୋକାନ ବଜାର, ରୋଜଗାର, ଯାନବାହାନ
Read More...

କୋଭିଡ ସୁରକ୍ଷା ପାଇଁ ବଣିକ ସଂଘର ସ୍ମାରକ ପତ୍ର : ଅପରାହ୍ନ ୨ଟାରୁ ଦୋକାନ ବନ୍ଦ ପାଇଁ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ତେଣୁ ଜନ ସାଧାରଣ ଆଶା ଆଶଙ୍କା ମଧ୍ୟରେ ଦିନ ଅତିବାହିତ କରୁଛନ୍ତି । ଏହାକୁ ଦୃଷ୍ଟି ଦେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବଣିକ ସଂଘ ପକ୍ଷରୁ ବିଡିଓଙ୍କୁ ମଙ୍ଗଳବାର ସ୍ମାରକ ପତ୍ର ପ୍ରଦାନ
Read More...

ଉପଜିଲ୍ଲାପାଳଙ୍କ ଗିରଫ ଦାବୀ କଲା ସଚେତନ ମହିଳା ମଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଚେତନ ମହିଳା ମଂଚ ବଲାଙ୍ଗିର ଉପ-ଜିଲ୍ଲାପାଳଙ୍କ ଗିରଫ ଦାବୀ କରି ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଉପଜିଲ୍ଲାପାଳଙ୍କୁ ଅଧସ୍ଥନ କର୍ମଚାରୀଙ୍କୁ ଅସଦାଚାରଣ ଅଭିଯୋଗରେ ରାଜ୍ୟ ମୁଖ୍ୟ ଶାସନ ସଚିବ କାର୍ୟ୍ୟାଳୟ
Read More...

ପଥର ଚୋରା ଚାଲାଣ ବେଳେ ଗାଡ଼ିକୁ ବିଡ଼ିଓଙ୍କ ଯାଞ୍ଚ : ଜିଏସଟି ବିଲ୍ ନଥିବାରୁ ୩୦ ହଜାର ଆଦାୟ କଲେ ଆରଆଇ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ଦେଓଗାଁ ଭୁତିଆରବାହାଲ ରାସ୍ତାରେ ସୋମବାର ଦିନ ପଥର ଚୋରା ଚାଲାଣ ହୋଇ ଆସୁଥିବା ଏକ ହାବାଇ ଗାଡି (ଓଡ଼ି୨୩ଇ୦୭୯୬)କୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲେ ଦେଓଗାଁ ତହସିଲଦାର ନାରାୟଣ ସାହୁ । ଗାଡି ଡ୍ରାଇଭର ଉପଯୁକ୍ତ କାଗଜପତ୍ର ଯଥା
Read More...

ଗଡ଼ିଲା ସଚେତନତା ରଥ

ବରଗଡ଼, (କେପିଏନ୍‌ଏସ୍‌) : ମହାମାରୀ କରୋନା ଭୟରେ ଲୋକେ ଆତଙ୍କିତ ଥିବାବେଳେ ପ୍ରବାସୀ ଶ୍ରମିକମାନେ ଜୀବିକା ହରାଇ ଭିଟାମାଟିକୁ ଫେରି ଆସିଛନ୍ତି । ସମସ୍ତେ ପରିବାର ପ୍ରତିପୋଷଣ ପାଇଁ ଏବେ ଚିନ୍ତାରେ ଦିନ କାଟୁଥିବା ବେଳେ ଏଭଳି ପରିସ୍ଥିତିରେ କରେନା ମହାମାରୀ ସହ ବଂଚିବା ପାଇଁ ସଚେତନ ହୋଇ
Read More...

ହାଇସ୍କୁଲ ଉପରେ ସରପଞ୍ଚଙ୍କ ଅନଧିକାର ଅକ୍ତିଆର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତର ନୋଡାଲ ପଞ୍ଚାୟତ ହାଇସ୍କୁଲ ଉପରେ ଜମଲା ସରପଞ୍ଚ ତୁଳାରାମ ବେହେରା ବେଆଇନ ଭାବେ ଅଧିକାର ସାବ୍ୟସ୍ତ କରୁଥିବା ବ୍ଳକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ନୋଡାଲ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଏସଏମସି
Read More...

ନରସିଂହଙ୍କ ଅନୁରୋଧ କ୍ରମେ ଆଉ ୧୦ଟି କରୋନା ଆଇ.ସି.ୟୁ. ବେଡ୍‌ ପାଇଲା ମଞ୍ଜୁରୀ

ଭୀମଭୋଇ ମେଡିକାଲରେ କରୋନା ଆଇ.ସି.ୟୁ. ସଂଖ୍ୟା ପହଂଚିଲାବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀର କାୟା କମିବା ପରିବର୍ତ୍ତେ ହୁତ୍‌ ହୁତ୍‌ ହୋଇ ବଢିଚାଲିଛି । ଜନସଂଖ୍ୟାକୁ ଆଖି ଆଗରେ ରଖିଲେ, ବଲାଙ୍ଗିର ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି
Read More...

ସୋନପୁର ଏନ୍‌ଆର୍‌ଏଚ୍‌ଏମ୍‌.ର ଡିପିଏମ୍‌ ହିମାଂଶୁ କର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୁବ୍‌ ମେଳାପୀ, ପରୋପକାରୀ ଯୁବକ ହିମାଂଶୁ କର(୪୬) ବଲାଙ୍ଗିର ପ୍ରତାପସାଗରପଡ଼ା ନିବାସୀ ସୋନପୁର ଏନ୍‌ଆର୍‌ଏଚ୍‌ଏମ୍‌.ର ଡିପିଏମ୍‌ ହିମାଂଶୁ କରଙ୍କ ଯୁବକାବସ୍ଥାରେ ଦେହାନ୍ତ ହୋଇଯାଇଛି । ତାଙ୍କ ପରଲୋକରେ ସାରା ବଲାଙ୍ଗିର ସହରରେ ଶୋକର ଛାୟା ଖେଳି ଯାଇଛି ।
Read More...