Browsing Tag

subarnapur news

ଡ୍ୟୁଟି କରୁଥିବା ବେଳେ ଟଳି ପଡିଲେ କନଷ୍ଟେବଳ ସରୋଜ ପ୍ରଧାନ

ଜିଲ୍ଲା ପୋଲିସ୍ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଏସ୍‌ସି ଏସ୍‌ଟି ମିଳିତ ମଞ୍ଚ ପକ୍ଷରୁ ତହସିଲ ଠାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଡ୍ୟୁଟି କରୁଥିବା ସମୟରେ
Read More...

ଆଜି ଛାଡଖାଇ କିନ୍ତୁ ଆମିଷ ବଜାର ଖାଁ ଖାଁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କାର୍ତ୍ତିକ ମାସ ପରେ ଗତକାଲି ମାର୍ଗଶୀର ମାସ ଗୁରୁବାର ଦିନ ଛାଡଖାଇ ପଡିଥିବାରୁ ଆମିଷ ବଜାରରୁ ମୁଁହ ମୋଡ଼ିଥିଲେ ଲୋକେ । ଆଜି ଶୁକ୍ରବାର ଦିନ ଛାଡଖାଇ ପାଳନ କରୁଥିବାରୁ ଆମିଷ ବଜାରରେ ପ୍ରବଳ ଗହଳି ହେବା ନେଇ ଆଶା ବାନ୍ଧି ବସିଥିଲେ ଆମିଷ ବେପାରୀ
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ : ମିନି ଟ୍ରକ, କାର ଜବତ ସହ ୨ ଗିରଫ ୩ ଫେରାର

ସୁବର୍ଣ୍ଣପୁର, ( ରାଜ କିଶୋର ତ୍ରିପାଠୀ ) : ଆଜି ସୋନପୁର ପୋଲିସ କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ସହରର ବ୍ଲକ ଛକଠାରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଏବଂ ପୋଲିସ ଟିମ୍ ଚେକିଂ ଆରମ୍ଭ କରିଥିଲେ । ଏହି ସମୟରେ ଏକ ମିନିଟ୍ରକ ନଂ (ସିଜି୦୪ପିଇ -୧୫୬୯) କୁ
Read More...

ସୁସ୍ଥ ହୋଇ ଘରକୁ ଫେରିଲା ହର୍ଷବର୍ଦ୍ଧନ : ସ୍ଵାଗତ କଲେ ଜିଲ୍ଲାପାଳ ଓ ଶୁଭେଚ୍ଛୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓପନ୍ ହାର୍ଟ ସର୍ଜରୀ ଚିକିତ୍ସାର ସଫଳତା ପରେ ସୁସ୍ଥ ହୋଇ ଘରକୁ ଫେରିଲା ବାଳକ ହର୍ଷବର୍ଦ୍ଧନ(୧୫) । ସୁବର୍ଣ୍ଣପୁରର ଇଷ୍ଟଦେବୀ ମା' ସୁରେଶ୍ଵରୀ, ପ୍ରଭୁ ନରସିଂହ ବାବା ତଥା ସମସ୍ତ ଦେବାଦେବୀଙ୍କ ଆଶୀର୍ବାଦରୁ ଏବଂ ଓଡ଼ିଶା ସାମ୍ୱାଦିକ ସଂଘର
Read More...

ଖୋ ଖୋ ପ୍ରତିଯୋଗିତାରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲା ଗସ୍ତ କଲେ ଖେଳାଳୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ ୧୭ ବର୍ଷରୁ କମ ୨୪ ଜଣ ବାଳକ ଓ ବାଳିକା ଜିଲ୍ଲା ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି । ଖେଳ ଶିକ୍ଷକ ଯଶୋବନ୍ତ ପୁଟେଲ ଓ ସୁମତୀ ରେଖା ମେଣ୍ଡଲିଙ୍କ ନେତୃତ୍ଵରେ ଗସ୍ତ
Read More...

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟ ସ୍ତରୀୟ ନୌଚାଳନା ପ୍ରତିଯୋଗିତା ଓ ବାଳକ ଭୋଜନ ସମାରୋହ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଡ଼ବଜାର ତେନ୍ତୁଳିଘାଟ ଠାରେ ଭଗବତ ପାଠାଗାର ପକ୍ଷରୁ ୬୨ ତମ ବାଳକ ଭୋଜନ ସମାରୋହ ଓ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ
Read More...

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଉଫୁଲା ଗ୍ରାମ ପଞ୍ଚାୟତ ପରିଦର୍ଶନ

ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ଆଜି ଜିଲ୍ଲାପାଳ ଡ. ନୃପରାଜ ସାହୁ ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜ୍ଜୁନ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ କୁମାର ହାଁସଦା, ଏବିଡିଓ ପୁରୁଷୋତ୍ତମ ଧରୁଆ ମଧ୍ୟ
Read More...

ରାମେଶ୍ୱର ଇଣ୍ଡୋର ଷ୍ଟାଡିୟମ ଠାରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ସ୍ଥାନୀୟ ରାମେଶ୍ୱର ଇଣ୍ଡୋର ଷ୍ଟାଡିୟମ ଠାରେ ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ବୟସ ବର୍ଗ ନିର୍ବିଶେଷରେ ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର
Read More...

ସୋନପୁର କଲେଜରେ ସ୍ୱଚ୍ଛତା ଅଭିଯାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ୧୧ ଓଡ଼ିଶା ବାଟାଲିଅନ ଏନସିସି ବଲାଙ୍ଗିର ଅଧୀନସ୍ଥ ସୋନପୁର କଲେଜ, ସୋନପୁରର ଏନସିସି କ୍ୟାଡେଟମାନଙ୍କ ଏବଂ ସୋନପୁର କଲେଜ ଆଲୁମିନୀ ସଂଘ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ
Read More...

ସୋନପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଯୁଗ୍ମ
Read More...