ବିଧାୟକ ଓ ମନ୍ତ୍ରୀ ପରିଦର୍ଶନ କଲେ ଗୁରୁକୁଳ ଆଶ୍ରମ
ସଇଁତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ଟିକ୍ରାପଡା ପଞ୍ଚାୟତ ଅନ୍ତର୍ଗତ ସପ୍ତର୍ଷି ଗୁରୁକୁଳ ଆଶ୍ରମକୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ରାଜ୍ୟ ବିଜେଡି ସମ୍ପାଦକ ନିହାର ରଞ୍ଜନ ବେହେରା ପରିଦର୍ଶନ କରିବା!-->…
Read More...
Read More...