Browsing Tag

saintala news

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକସଭା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା କଂଗ୍ରେସ ଭବନରେଠାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଦୁଇ ମିନିଟ୍‌ ନୀରବ…
Read More...

ଟିଟିଲାଗଡ଼ରେ ୟୁରିଆ ସାରା ପାଇଁ ଲମ୍ବା ଲାଇନ : ସଇଁନ୍ତଲାରେ ସାର କଲାବଜାର : ବସ୍ତା ପିଛା ୬୦୦ଟଙ୍କାରେ ବିକ୍ରି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସମୟ ଥିଲା ଚାଷୀମାନେ କ୍ଷେତରେ ଧାନ ବୁଣିବା ଆଗରୁ ଗୋବର ପକାଉ ଥିଲେ। ପରେ ଧାନ ବୁଣୁଥିଲେ। ଭଲ ବର୍ଷା ହେଲେ ଚାଷୀମାନେ ଦୁଇଗୁଣା ଫସଲ ଅମଳ ପାଉଥିଲେ। କିନ୍ତୁ ବୈଜ୍ଞାନିକ ଯୁଗରେ ଚାଷୀମାନେ ସାର ବ୍ୟବହାର କରିବା ବାଧ୍ୟତାମୂଳକ ଭାବେ ନେଇଛନ୍ତି। ବଲାଙ୍ଗିର…
Read More...

ଶ୍ରମିକମାନଙ୍କୁ ସ୍ଥାନୀୟ ନିଯୁକ୍ତି ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦାଦନ ପ୍ରବଣ ଅଞ୍ଚଳ ବଲାଙ୍ଗିର ଜିଲ୍ଲା। ଏହି ଜିଲ୍ଲାରେ ପ୍ରତେକ ବର୍ଷ ଦାନା ପାଇଁ ଦାଦନ ଖଟିବାକୁ ହଜାର ହଜାର ଲୋକେ ଅନ୍ୟ ରାଜ୍ୟକୁ ନିଜ ପରିବାର ଗୁଜୁରାଣ ମେଣ୍ଟାଇବାକୁ ଦାଦନ ଖଟି ଯାଇଥାନ୍ତି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସେମାନେ ନିଜ ନିଜ…
Read More...

୫ଫୁଟ ୯ଇଞ୍ଚ ଅଗଜର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ରେଲୱେ ଷ୍ଟେସନ ଟ୍ରାକ ନିକଟରେ ଏକ ଅଜଗର ସାପ ରହିଥିବା ରେଲୱେ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଖବର ପାଇବା ପରେ ସାପ ଧରାଳୀ ବିଶ୍ଵଜିତ ତାଣ୍ଡି ଉକ୍ତ ସ୍ଥାନରେ ପହଂଚି ଉଦ୍ଧାର କରିଥିଲେ। ତେବେ ୫ ଫୁଟ ୯…
Read More...

ସଇଁନ୍ତଲା ଡାକ୍ତରଖାନାରେ ଜଣେ କରୋନା ଚିହ୍ନଟ ହେବା ପରେ ୭ଦିନ ପାଇଁ ଡାକ୍ତରଖାନା ବନ୍ଦ

ସଇଁନ୍ତଳା,(ଅଜିତ କୂମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଡାକ୍ତରଖାନାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଡାକ୍ତର ଖାନାକୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ତେବେ ୧୧ ଦିନ ମଧ୍ୟରେ ୨୬ଜଣ କରୋନା ଚିହ୍ନଟ ହୋଇଥିବା ଡାକ୍ତର ସମରେନ୍ଦ୍ର ମହାପାତ୍ର କହିବା ସହିତ ଡାକ୍ତରଖାନା…
Read More...

ଦାନା ପାଇଁ ଦାଦନ ଖଟିବେ ଶ୍ରମିକ : ସର୍ଦ୍ଦାର ଆଗରେ ସରକାର ଫେଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦାଦନ ପ୍ରବଣ ଅଞ୍ଚଳ ବଲାଙ୍ଗିର ଜିଲ୍ଲା । ଏହି ଜିଲ୍ଲାରେ ପ୍ରତେକ ବର୍ଷ ଦାନା ପାଇଁ ଦାଦନ ଖଟିବାକୁ ହଜାର ହଜାର ଲୋକେ ଅନ୍ୟ ରାଜ୍ୟକୁ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଦାଦନ ଖଟି ଯାଇଥାନ୍ତି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସେମାନେ ନିଜ…
Read More...

ଅସହାୟ ଅବସ୍ଥାରେ ଉକିଆ ମହାନନ୍ଦଙ୍କ ପରିବାର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବହୁ ଦିନରୁ ନିଜର ବାସସ୍ଥାନ ଟିକକ ପାଇଁ ବହୁ ନେତା ଅଫିସରଙ୍କୁ ଗୁହାରୀ କରିଥିଲେ ହେଁ କେହି ହେଲେ ଗୁହାରୀ ଶୁଣୁନାହାନ୍ତି । ଶେଷର ଯେଉଁ ଛୋଟ ଘର ଟିଏ ଥିଲା ତାହା ବର୍ଷା ପାଣିରେ ଭାଙ୍ଗି ଯାଇଛି । ଫଳରେ କୁଟୁମ୍ବର ପାଞ୍ଚ ପ୍ରାଣୀଙ୍କୁ ବହୁ…
Read More...

କରମତଲା ଗ୍ରାମ ପଂଚାୟତକୁ ୧୦୦ ଘଣ୍ଟା ସଟ ଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଛନଛଡ଼ା ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ କରମତଳା ସରପଞ୍ଚ ହିମାଞ୍ଚଳ ବୁଡେକ ଛନଛଡା ଗ୍ରାମକୁ ୧୦୦ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି।ଏଥିରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ…
Read More...

ଅଜଗର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଗଣ୍ଡପତ୍ରାପାଲି ପଂଚାୟତ ସ୍ଥିତ ବଡ଼ମାଲ ଗୋଳାବାରୁଦ କାରଖାନା ନିକଟ ପୁରୁଣା ଉଚ୍ଚ ବିଦ୍ୟାଳୟଠାରେ ଏକ ସ୍ଥାନରେ ଏକ ବଡ଼ ଧରଣର ଅଜଗର ସାପ ଥିବା ଖବର ପାଇବା ପରେ ତାକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆ ଯାଇଥିବା…
Read More...

ଶିଷକେଲା ଗ୍ରାମକୁ ୪୮ ଘଣ୍ଟା ସଟ ଡାଉନ କଲେ ସରପଞ୍ଚ

ସଇଁନ୍ତଳା, (ଅଜିତ କୂମାର ସାହୁ) :ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଶିଷକେଲା ଗ୍ରାମରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଶିଷକେଲା ସରପଞ୍ଚ ଉମାକାନ୍ତ ରଣା ଉକ୍ତ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି।ଏଥିରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ…
Read More...