jsm

ଶିଷକେଲା ଗ୍ରାମକୁ ୪୮ ଘଣ୍ଟା ସଟ ଡାଉନ କଲେ ସରପଞ୍ଚ

csstore

ସଇଁନ୍ତଳା, (ଅଜିତ କୂମାର ସାହୁ) :ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଶିଷକେଲା ଗ୍ରାମରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଶିଷକେଲା ସରପଞ୍ଚ ଉମାକାନ୍ତ ରଣା ଉକ୍ତ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି।ଏଥିରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣ ଙ୍କ ଯାତାୟତ କୁ ବନ୍ଦ କରାଯାଇଛି।ଜାରି ହୋଇଥିବା ସମସ୍ତ ନିୟମ କୁ ମାନିବା ପାଇଁ ସେ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି।

yuvodaya
Leave A Reply

Your email address will not be published.