jsm

କରମତଲା ଗ୍ରାମ ପଂଚାୟତକୁ ୧୦୦ ଘଣ୍ଟା ସଟ ଡାଉନ କଲେ ସରପଞ୍ଚ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଛନଛଡ଼ା ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ କରମତଳା ସରପଞ୍ଚ ହିମାଞ୍ଚଳ ବୁଡେକ ଛନଛଡା ଗ୍ରାମକୁ ୧୦୦ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି।ଏଥିରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣ ଙ୍କ ଯାତାୟତ କୁ ବନ୍ଦ କରାଯାଇଛି।ଜାରି ହୋଇଥିବା ସମସ୍ତ ନିୟମ କୁ ମାନିବା ପାଇଁ ସେ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି।

yuvodaya
Leave A Reply

Your email address will not be published.