ଘୁନସରରେ ପୁଅ ଜିଉଁତିଆ ଓଷା ପାଳିତ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ବିଭିନ୍ନ ସ୍ଥାନରେ ପୁଅ ଜିଉଁତିଆ ଓଷା ପାଳିତ ହୋଇଯାଇଛି । ତେବେ ପୁଅର ଦିର୍ଘାୟୁ କାମନା କରି ନିର୍ଜଳା ଉପବାସ ରହି ଶହେ ଆଠ ଅରୁଆ ଚାଉଳ, ଶହେ ଆଠ ଦୁବ, ବିଭିନ୍ନ ଫଳ ଆଦି ଆଣି ପୂଜାର୍ଚ୍ଚନା କରିଛନ୍ତି!-->…
Read More...
Read More...