Browsing Tag

saintala news

ସର୍ଗିପାଲି ଗ୍ରାମରେ ମା’ ପାଟଖଣ୍ଡାଙ୍କ ଷୋଡ଼ପୂଜା ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦୀର୍ଘ ଷୋହଳ ଦିନ ଧରି ହେବାକୁ ଥିବା ମା' ପାଟଖଣ୍ଡାଙ୍କ ଷୋଡ଼ପୂଜା ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ରକ୍ଷା କରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା'ଙ୍କ ପୂଜା ହୋଇଥାଏ । ସୂଚନା ଏହି କି, ବଲାଙ୍ଗିର ଜିଲ୍ଲା…
Read More...

ଡାକ୍ତରଖାନାକୁ ଡାକ୍ତର ମନଇଚ୍ଛା ଆସୁଥିବା ନେଇ ରୋଗୀ ହଟହଟା : ଡାକ୍ତରଖାନା ଘେରାଉ କଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ସମୟରେ ଲୋକଙ୍କୁ କିଭଳି ଭାବେ ଉଚିତ ଚିକିତ୍ସା ମିଳି ପାରିବ, ତାହାକୁ ନେଇ ବିଭାଗୀୟ ଅଧିକାରୀମାନେ ଡାକ୍ତରମାନଙ୍କୁ ପରାମର୍ଶ ଦେଉଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ପ୍ରାଥମିକ ସ୍ୱାସ୍ଥ୍ୟ…
Read More...

ଅଜଣା ରୋଗ ପୋକ ଚିନ୍ତାରେ ଚାଷୀ : କୃଷି ବିଭାଗର ଦେଖାନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କିଛି ସ୍ଥାନରେ ଭଲ ବର୍ଷା ହୋଇ ଥିବାବେଳେ ଭଲ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲା । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ଅନ୍ୟପଟେ କୃଷି ବିଭାଗର ଏଥିପ୍ରତି…
Read More...

ବଜ୍ରପାତରେ ମା’ ମୃତ, ପୁଅ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଭଟା ଗ୍ରାମର ରେବତୀ ସାହୁ(୪୦) ଆଜି ବିଲକୁ ଯାଉଥିବା ବେଳେ ବଜ୍ରପାତରେ ମୃତ୍ୟୁ ହୋଇଛି । ପୁଅ ଭିଭି ସାହୁ(୧୨) ଏବେ ଗୁରୁତର ଅବସ୍ଥାରେ ଥିବା ବେଳେ ତାକୁ ସଇଁନ୍ତଲା ଡାକ୍ତରଖାନାକୁ ପରିବାର…
Read More...

ଗଛରେ ପିଟି ହୋଇ ସ୍କୁଟି ଆରୋହୀ ମୃତ, ଶବ ରଖି ମାଲିକଙ୍କ ଘର ଆଗରେ ଧାରଣା : ଘର ମାଲିକ ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବୁଢ଼ାରଜା ହାଇସ୍କୁଲ ପାଖରେ ଗତକାଲି ରାସ୍ତାକଡର ଏକ ଗଛରେ ସ୍କୁଟି ପିଟି ହେବାରୁ ଏହାର ଆରୋହୀ କୁମ୍ଭାରଗାଁ ର ସାନ ରଣା(୨୮)ଙ୍କ ମୃତ୍ୟୁ ହୋଇଛି । ଫଳରେ ଗତକାଲି ରାତିରୁ ମାଲିକଙ୍କ ଘର ସମ୍ମୁଖରେ ପରିବାର ଲୋକେ ଧାରଣା…
Read More...

ଫସଲ ବୀମା ସମସ୍ୟାକୁ ନେଇ ମହେନ୍ଦ୍ର ଠାକୁରଙ୍କ ବଡ଼ ପ୍ରୟାସ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସମସ୍ତ ଚାଷୀଙ୍କ ମନରେ ଆଘାତ ଦେଇଥିବା ଗତ ବର୍ଷର ଫସଲ ବୀମା ଟଙ୍କାକୁ ନେଇ ସଇଁନ୍ତଲା ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଅଞ୍ଚଳର ସମାଜସେବୀ ତଥା ବିଜେପି ସଦସ୍ୟ ମହେନ୍ଦ୍ର କୁମାର ଠାକୁର ଗାଁ ଗାଁ ବୁଲି ଚାଷୀଙ୍କ ସମସ୍ୟା ବୁଝିବା ସହ…
Read More...

ଗତ ବର୍ଷ ଚାଷୀ ଫସଲ ବୀମା କରି ହତାଶ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ଅଞ୍ଚଳରେ ଚାଷୀ ଗତବର୍ଷର ଫସଲ ବୀମା କରିଥିବା ବେଳେ ତାହାର ପ୍ରାପ୍ୟ ପାଇ ଚାଷୀ କୂଳ ହତାଶ ହୋଇ ପଡ଼ିଛନ୍ତି । ସୂଚନା ଏହି କି ଯେ ଗତ ବର୍ଷ ଅନେକ ଆଶା ଓ ଆକାଂକ୍ଷା ନେଇ ଧାର କରଜ କରି ଧାନ, ଗହମ ଓ ଅନ୍ୟାନ୍ୟ ଚାଷ କରାଯାଇଥିବା ବେଳେ ଉଚିତ…
Read More...

କାମରେ ଲାଗୁନି ବୃହତ ଉଠା ଜଳ ସେଚନ ପ୍ରକଳ୍ପ : ଚାଷୀ ମହଲରେ ଅସନ୍ତୋଷ, ଆନ୍ଦୋଳନ ପାଇଁ ଚେତାବନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୃଷି ଓ କୃଷକଙ୍କ ବିକାଶ ଲକ୍ଷ୍ୟରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଶିଶକେଲା, କୁସମାଲ, ଭୁସ୍‌କିମାଲ ସ୍ଥାନରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମରୁଡି ଦାଉରୁ ଫସଲକୁ ରକ୍ଷା କରିବା। ହେଲେ ମହତ ଉଦେଶ୍ୟ ଓ…
Read More...

ସଇଁନ୍ତଲା ଅଞ୍ଚଳରେ ହୁ ହୁ ହୋଇ କରୋନା ବୃଦ୍ଧି : ପ୍ରଶାସନ ଚୁପ୍ ଅଭିଯୋଗ

ସଇଁନ୍ତଲା, (ପ୍ରଶାନ୍ତ କୁମାର ସାହୁ) : ସଇଁନ୍ତଲା ଅଞ୍ଚଳରେ ଦିନକୁ ଦିନ କରୋନା ମହାମାରୀ ରୂପ ନେଉଥିବା ବେଳେ ପ୍ରସାଶନ ତରଫରୁ କୈାଣସି ପଦକ୍ଷେପ କିମ୍ବା ଜନସାଧାରଣଙ୍କ ଅବଗତି ନିମନ୍ତେ କୈାଣସି ପଦକ୍ଷେପ ଗ୍ରହଣ ନ କରାଯାଉଥିବାରୁ ସଇଁନ୍ତଲା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି । ସୂଚନା…
Read More...

ସଇଁନ୍ତଳା ଅଞ୍ଚଳରେ ପୁଅ ଜିଉଁନ୍ତିଆ ପର୍ବ ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ପୁଅମାନଙ୍କ ମଙ୍ଗଳ କାମନା କରି ଆଜି ସଇଁନ୍ତଲା ଅଞ୍ଚଳରେ ସାମାଜିକ ଦୁରତା ରକ୍ଷା କରି ସମସ୍ତ ମା' ମାନେ ନିଜ ନିଜ ବାସଭବନରେ ପୁଜା ବିଧି କରିଥିବା ବେଳେ ସମସ୍ତଙ୍କ ମନରେ ଭକ୍ତିଭାବ ଜାଗ୍ରତ ହୋଇଥିଲା । ଉକ୍ତ ପୂଜାରେ ଅନ୍ୟ ବର୍ଷ ଏକ ସ୍ଥାନରେ…
Read More...