Browsing Tag

rourkela news

ଜଳିଗଲା ମୋ’ ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସକାଳ ପ୍ରାୟ ୧୦ଟା ସମୟରେ ବେଦବ୍ୟାସ ନିକଟସ୍ଥ ଟିସିଆଇ ବ୍ରିଜ୍ ନିକଟରେ ମୋ' ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିବା ବେଳେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଥିଲେ । ସୂଚନା ଅନୁସାରେ ମୋ' ବସ୍ ଗାଡ଼ି ନମ୍ୱର ଓଡି୧୪ଏବି ୬୬୭୬ ରୁଟ୍ ନମ୍ୱର ୧୦୬
Read More...

ଜନନୀ ସମ୍ପର୍କ ଅଭିଯାନରେ ସମ୍ପର୍କ ସୁଦୃଢ ପାଇଁ ପ୍ରଶାନ୍ତଙ୍କ ଅଭିନବ ପ୍ରୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନରେ ଗତକାଲି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଯାଇ ପହଞ୍ଚିଥିଲେ ସେକ୍ଟର ୭ ବିନ ବସ୍ତି ଅଂଚଳରେ । ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳର ଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ଓଡିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ଥିଲେ ସଚ୍ଚି ରାଉତରାୟ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପୂରାତନ ସାହିତ୍ୟିକ, କବିଙ୍କ କାଳଜୟୀ
Read More...

ଲାଠିକଟା ପାଇଁ ଗୌରବ ଆଣିଲେ ଯଶୋଧାରା

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ ଦ୍ଵାରା ପରିଚାଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ଲାଠିକଟା ଏସବିଆଇ କଲୋନୀ ନିବାସୀ ଝସକେତନ ନାୟକ ଏବଂ ଶ୍ରଦ୍ଧାଞ୍ଜଳି ନାୟକଙ୍କ ଝିଅ ଯଶୋଧାରା ନାୟକ ୯୫% ମାର୍କ ରଖି
Read More...

‘ଲଭଜିହାଦ’ ବିରୁଦ୍ଧରେ କଠୋର ଆଇନ ହେଉ : ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : କେରଳ ସମେତ ଦେଶର ବିଭିନ୍ନ ଭାଗରେ ଦିନକୁ ଦିନ 'ଲଭଜିହାଦ' ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ନିମନ୍ତେ କଠୋର ଆଇନ ପ୍ରଣୟନ କରିବାକୁ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଏହି ପରିପ୍ରେକ୍ଷୀରେ ଭିଏଚପି ନେତା
Read More...

ଚକ୍ରଧରପୁର ରେଳବାଇ ଡିଆରଏମଙ୍କ ବକ୍ତବ୍ୟକୁ ରାଉରକେଲା ବିକାଶ ମଞ୍ଚର ବିରୋଧ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚେମ୍ବର ଅଫ କମର୍ସ ତରଫରୁ ଗତ ୧୦ ତାରିଖ ଦିନ ରେଳବାଇ ଅଧିକାରୀମାନଙ୍କ ସହ ଏକ ଆଲୋଚନାର ବନ୍ଦୋବସ୍ତ ଚେମ୍ବରର ନିଜସ୍ୱ ସଭାଗୃହରେ ଆୟୋଜିତ ହୋଇଥିଲା । ନିମନ୍ତ୍ରଣ ପାଇ ଗତ ୧୦ ତାରିଖ ଦିନ ଚକ୍ରଧରପୁର ରେଳବାଇ ଡିଭିଜନର ଡିଆରଏମ ଅରୁଣ ରାଠୋରଙ୍କ
Read More...

ସ୍କାଉଟ୍ ଏବଂ ଗାଇଡ୍‌ର ଜଳ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍କାଉଟ୍ ଏବଂ ଗାଇଡ୍, ରାଉରକେଲା ସ୍କାଉଟ୍ ଜିଲ୍ଲା ତରଫରୁ ଜଳ ସେବା ଶିବିର କୋଏଲନଗର ଏ ବ୍ଲକ ସ୍ଥିତ ବସ୍‌ଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କାଉଟ୍‌ର କମିଶନର ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ
Read More...

ଚ୍ୟାମ୍ବର ଅଫ୍ କମର୍ସର ସଂପାଦକଙ୍କ ଭାତୃ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସର ସଂପାଦକ ସୁନୀଲ କୟାଲଙ୍କ ବଡଭାଇ ରଞ୍ଜନ କୟାଲଙ୍କ ୭୨ବର୍ଷ ବୟସରେ ସିଭିଲଟାଉନସିପ ସ୍ୱବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ କୟାଲ ୭୦ଦଶକରେ ରାଉରକେଲା ଆସିଥବା ବେଳେ ୧୯୭୫ ମସିହାରେ ଷ୍ଟିଲ କାରବାରରେ ଜଡିତ ଥିଲେ ।
Read More...

ହରିହର ଷଡଙ୍ଗୀଙ୍କ ସ୍ମୃତି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ ଏନ୍‌ଆଇଟି ରାଉରକେଲାରେ ପୂର୍ବତନ ସଂସ୍କୃତ ବିଷାରଦ ପଣ୍ଡିତ ହରିହର ଷଡ଼ଙ୍ଗୀଙ୍କ ଅବର୍ତ୍ତମାନରେ ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ଏକ ଶୋକସଭା ଓ ସ୍ମୃତି ସ୍ମାରକୀ ସଭା
Read More...

ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭୂପେନ ମହାପାତ୍ରଙ୍କ ସଭାପତିତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଅଭୟ
Read More...
error: Content is protected !!