Browsing Tag

rourakela news

ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତ ପ୍ରଧାନ) : ଭାରତର ସ୍ଵାଧୀନତା ୭୫ବର୍ଷ ଆଜାଦ କି ଅମୃତ ମହୋତ୍ସବ ସମ୍ମିଳନୀ ପାଳନ ଅବସରରେ ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ସଂପର୍କରେ ଆଲୋଚନାଚକ୍ର ଏନ୍‌ଆଇଟି ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ନିବେଶ ଏବଂ ସର୍ବସାଧାରଣଙ୍କ ସଂପତ୍ତିର
Read More...

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ ତାରିଖ ରବିବାର ଦିନ ସାଢେ ୧୦ଟା ବେଳେ ଭଞ୍ଜଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳୟରେ ପାଳନ
Read More...

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ରା ବ୍ଲକ ସହ ଶିକ୍ଷାଧିକାରୀ ସତ୍ୟଭାମା ବେହେରା ମୁଖ୍ୟଅତିଥି,
Read More...

ଯୁବ ହଷ୍ଟେଲସର ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୂଲ୍ୟରେ ତଥା ଭାରତ ସ୍କାଉଟ ଓ ଗାଇଡ ରାଉରକେଲା ଜିଲ୍ଲାର ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସାମୁହିକ ପଦଯାତ୍ରା ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ
Read More...

ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଯୁବକବି ଅଶୋକ କୁମାର ରାଉତ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : 'ସ୍ୱାଧୀନତାର ଅମୃତ ମହୋତ୍ସବ' ଅବସରରେ ରାଜଭବନର ଅଭିଷେକ ହଲରେ କବିତାପାଠ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡଃ ହୃଷୀକେଶ ମଲ୍ଲିକ ଯୋଗ ଦେଇ
Read More...

ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ 'କ'ର ପ୍ରଧାନ ଶିକ୍ଷୟିତ୍ରୀ କବିତା ପତିଙ୍କ ଅଧ୍ୟକ୍ଷତାରେ ଶିକ୍ଷୟିତ୍ରୀ ଲୀଳାବତୀ ଚୌଧୁରୀଙ୍କ ଅବସର ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଆର୍‌ପିଏଲ୍ କ୍ଲଷ୍ଟରର ସିଆର୍‌ସିସି ଦୀପକ
Read More...

ସହରରେ ଲଜ୍ଜ୍ୟା : ବୃଦ୍ଧା ମହିଳାଙ୍କୁ ବଳାତ୍କାର କଲା ଯୁବକ, ଥାନାରେ ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାନଗର ରାଉରକେଲାରେ ପୁଣି ଲଜ୍ଜାର ଘଟଣା । ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ଗୋପବନ୍ଧୁପଲ୍ଲୀ ବସ୍ତି ଅଞ୍ଚଳରେ ନିଜ ଘରେ ଏକା ଥିବା ବେଳେ ବୃଦ୍ଧାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ଆସିଛି ପ୍ଲାଣ୍ଟ ସାଇଟ ଥାନାକୁ । ପୋଲିସ ବୃଦ୍ଧା ମହିଳାଙ୍କୁ ଉଦ୍ଧାର
Read More...

ଗରିମା ରଜର ରାଜକୁମାରୀ ଆସନ୍ତା ଜୁନ୍ ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦ, ଗରିମା ରଜର ରାଜକୁମାରୀ ଆସନ୍ତା ଜୁନ୍ ୧୬ତାରିଖ ଶେଷ ରଜ ଦିନ ଇସ୍ପାତ ମାର୍କେଟ ସ୍ଥିତ ସରୋବର କୋର୍ଟରେ ହେବ ବୋଲି ଜଣାପଡ଼ିଛି । ଏ ନେଇ ସରୋବର କୋର୍ଟରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କୟାଲ,
Read More...

କାଳାନ୍ତର କାବ୍ୟପୁରୁଷ ସଚ୍ଚି ରାଉତରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କାଳାନ୍ତର କାବ୍ୟପୁରୁଷ ସଚ୍ଚି ରାଉତରାୟଙ୍କ ଜୟନ୍ତୀ କଲଚରାଲ ଏକାଡେମୀଠାରେ ପାଳିତ ହୋଇଯାଇଛି । ମଂଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ
Read More...

ଅନ୍ୱେଷାର ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ଓ ହାପି ମୋମେନ୍ଟସ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ୭୭ତମ ସାମୁହିକ ଜନ୍ମ ଦିବସ ଜଗଦା ସ୍ଥିତ ମାନବ ସେବା ସଦନଠାରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ଅନ୍ୱେଷାର ସାଧାରଣ ସଂପାଦିକା
Read More...