Browsing Tag

padmapur news

କପିଳ ପାଣ୍ଡେଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧିନସ୍ଥ ସିଂହନପୁର ଗ୍ରାମର କପିଳ ପାଣ୍ଡେ(୯୭)ଙ୍କ ବିୟୋଗ ହୋଇଥିବା ଜଣାପଡିଛି । ସେ ଥିଲେ ଜଣେ ଧର୍ମପରାୟଣ ମିଷ୍ଟଭାଷୀ ମଣିଷ ଟିଏ ଏବଂ ରାଜମିସ୍ତ୍ରୀ ଭାବରେ ଅଞ୍ଚଳରେ ବେସ୍ ପରିଚିତ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି ।
Read More...

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବର୍ଷା ସିଂ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୟୀ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା । ପଦ୍ମପୁର ଉପନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବର୍ଷା ସିଂ ବରିହା । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ
Read More...

ସୋହେଲା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଚିପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ସୋହେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୃତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା
Read More...

ନିଲାଥରବାସୀଙ୍କ ସ୍ୱପ୍ନ ପୂରଣ କଲେ ଟ୍ଵିଟର ଗାର୍ଲ ଦୀପା ବାରିକ : ବିଜୁ ସେତୁ ପାଇଁ ଟେଣ୍ଡର ପ୍ରକ୍ରିୟା ସମାପ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟ୍ଵିଟର ମାଧ୍ୟମରେ ପଶ୍ଚିମ ଓଡ଼ିଶାର ହଜାର ହଜାର ଅସହାୟ ଲୋକଙ୍କ ସମସ୍ୟାର ସମାଧାନ କରି ଦେଶସାରା ଚର୍ଚ୍ଚାରେ ଥିବା ଟ୍ୱିଟର ଗାର୍ଲ ଦୀପା ବାରିକ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥର ନିଜ ବ୍ଲକର ଦୁଇଟି ଗ୍ରାମକୁ ସଂଯୋଗ କରିବା ପାଇଁ
Read More...

ପଦ୍ମପୁର ଉପନିର୍ବାଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଭୋଟରଙ୍କ ସଂଖ୍ୟା ୧୩୬୭୪ ରହିଥିବା ବେଳେ ୯୪୫୪ ଜଣ (୬୯.୧୪%) ଭୋଟ ଦେଇଥିଲେ । ପଦ୍ମପୁର ବ୍ଲକ ଅଞ୍ଚଳରେ ୯୩୯୩୬ ଭୋଟରଙ୍କ ମଧ୍ୟରୁ ୭୬୩୮୩ ଜଣ
Read More...

ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ଓ ସକ୍ରିୟ ବିଜେଡି କର୍ମୀ ରାଜଲକ୍ଷ୍ମୀ ମିଶ୍ର ଦ୍ୱୟଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼. କୃପାସିନ୍ଧୁ ଭୋଇଙ୍କର ସୁପୁତ୍ର ତଥା ପୂର୍ବତନ କଂଗ୍ରେସ ସାଂସଦ ଇଂ.ସଞ୍ଜୟ ଭୋଇ ଏବଂ ପୂର୍ବତନ ମନ୍ତ୍ରୀ ଡ଼. ମୁରାରୀ ମିଶ୍ରଙ୍କ କନ୍ୟା ତଥା ସକ୍ରିୟ ବିଜେଡି କର୍ମୀ ଶ୍ରୀମତୀ ରାଜଲକ୍ଷ୍ମୀ ମିଶ୍ର ଦ୍ୱୟ ଆଜି ବିଧିବଦ୍ଧ
Read More...

ବିଶ୍ଵ ଏଡ୍‌ସ ଦିବସ ଅବସରରେ ଅଞ୍ଚଳ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ଦିବସ ଅବସରରେ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକଙ୍କ ସଭପତିତ୍ୱରେ ଏକ ରକ୍ତଦାନ ଶିବିର ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଯଦୁମଣି ସାହୁ, ମେଡିକାଲ ଅଫିସର,
Read More...

ବରଗଡ ଏସ୍‌ପି କ’ଣ ବିଜେଡି ପାଇଁ କାମ କରିବା ନିଷ୍ପତ୍ତି ନେଇଛନ୍ତି କି ? : ଜୟ ନାରାୟଣ ମିଶ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲଗାତାର ତିନି ଦିନ ହେଲାଣି ଆମେ ଦେଖୁଛୁ ବରଗଡ ଏସ୍‌ପିଙ୍କ ନେତୃତ୍ୱରେ ବରଗଡ ଜିଲ୍ଲା ପୋଲିସ ବିଜୁ ଜନତା ଦଳକୁ ସୁହାଇଲା ଭଳି କାର୍ଯ୍ୟକଳାପ କରୁଛି । ବିଜୁ ଜନତା ଦଳ ଗୋଟିଏ ପଟରେ ଅଶାନ୍ତି, ହିଂସାତ୍ମକ କାର୍ଯ୍ୟକଳାପ କରୁଥିବା ବେଳେ ଜିଲ୍ଲା ପୋଲିସ
Read More...

ଚାଷୀମାନଙ୍କ ହକ ନ୍ୟାୟ ପାଇଁ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ବାଇକ ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀମାନଙ୍କ ହକ ନ୍ୟାୟ ପାଇଁ ରାଜବୋଡାସମ୍ବର କୃଷକ ସଂଗଠନ ଦୀର୍ଘ ୧୩ ବର୍ଷ ହେଲା ଲଢେଇ କରି ଆସୁଅଛି ଓ ସଫଳ ମଧ୍ୟ ହୋଇଛି । ଦୀର୍ଘ ୧୪ ମାସ ହେଲା ବିଭିନ୍ନ ଦାବୀ ନେଇ ସଂଗଠନ ବନ୍ଦ ଡାକରା, ଗଣଧାରଣା, ରେଳରୋକ ତଥା ବିଭିନ ମାଧ୍ୟମରେ ଆନ୍ଦୋଳନ ଜାରି
Read More...

ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀଙ୍କ ରୋଡ଼ ସୋ’ରେ ଯୋଗଦେଲେ ଓଡିଶା ପ୍ରଭାରୀ ଡ଼. ଏ ଚେଲ୍ଲାକୁମାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଭାରୀ ସାଂସଦ ଡ. ଏ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପାର୍ଥୀ ସତ୍ୟ ଭୂଷଣ ସାହୁ ପ୍ରମୁଖ ନେତୃବୃନ୍ଦ ଗତକାଲି ପାଇକମାଳର ନୃସିଂହନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେଠାରୁ ଓଡିଶା
Read More...