ମେଲଛାମୁଣ୍ଡା ଗୌନ୍ତିଆ ଦୀପକ ଭୋଇଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗୌନ୍ତିଆ ତଥା ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୀପକ କୁମାର ଭୋଇଙ୍କ ଶନିବାର ଅପରାହ୍ନରେ ରାୟପୁର ସ୍ଥିତ ଶ୍ରୀବାଲାଜୀ ମଲଟିସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ!-->…
Read More...
Read More...