Browsing Tag

news of world

ୟୁକ୍ରେନ୍‌ ରାଜଧାନୀ କ୍ୱିବ୍‌ ଉପରେ ରୁଷ୍‌ ସେନାର ଜବରଦସ୍ତ ବୋମା ରକେଟ୍‌ ମାଡ଼ : ଦେଶ ଛାଡ଼ି ପଳାଉଛନ୍ତି ହଜାର ହଜାର…

କ୍ୱିବ୍‌ : ଆଜି ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନ୍‌ ରାଜଧାନୀ କ୍ୱିବ୍‌ ଉପରେ ରୁଷ୍‌ ସେନା ପ୍ରଚଣ୍ଡ ବୋମା ଓ ରକେଟ୍‌ ମାଡ଼ କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ରୁଷ୍‌ର ନୃଶଂସ ଆକ୍ରମଣରେ ଆତଙ୍କିତ ହୋଇ ହଜାର ହଜାର ସଂଖ୍ୟାର ୟୁକ୍ରେନୀ ପ୍ରାଣ
Read More...

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ପରେ ନାଟୋ ପକ୍ଷରୁ ରୁଷିଆକୁ ଚାରିଆଡୁ ଘେରିବାକୁ ଉଦ୍ୟମ

ବ୍ରୁସେଲଶ୍‌ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ପରେ ନାଟୋ ପକ୍ଷରୁ ରୁଷିଆକୁ ଚାରିଆଡୁ ଘେରିବାକୁ ଉଦ୍ୟମ କରାଯାଉଥିବା ନେଇ ଏକ ବଡ ଘୋଷଣା କରାଯାଇଛି । ୟୁକ୍ରେନ ସଙ୍କଟକୁ ନଜରରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ସମକକ୍ଷ ନିଜର ସହଯୋଗୀ ଦେଶକୁ ରକ୍ଷା କରିବା ଲାଗି ସୈନ୍ୟ
Read More...

କ୍ରିମିଆରେ ରୁଷ ସେନାକୁ ରୋକିବାକୁ ଯାଇ ନିଜକୁ ବ୍ରିଜ୍ ସହିତ ଉଡାଇ ଦେଲେ ୟୁକ୍ରେନୀ ସୈନିକ

କ୍ରିମିଆ : କ୍ରିମିଆରେ ଜଣେ ୟୁକ୍ରେନୀ ସୈନିକ ରୁଷ ସେନାକୁ ରୋକିବାକୁ ଯାଇ ନିଜକୁ ବ୍ରିଜ୍ ସହିତ ଉଡାଇ ଦେଇଥିବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । 'ଦ ସନ୍'ର ଏକ ରିପୋର୍ଟ ଅନୁସାରେ, ୟୁକ୍ରେନୀ ସୈନିକଙ୍କର ଏହି ବାହାଦୁରି ପାଇଁ ତାଙ୍କୁ ଅନେକ କଷ୍ଟ ଉଠାଇବାକୁ ପଡ଼ିଛି । ନିଜକୁ
Read More...

ମିଶାଇଲ୍‌ ଆକ୍ରମଣରେ ଛାତିଥରା ଧମାକା ୟୁକ୍ରେନ୍‌ରେ

କ୍ୱିବ୍‌ : ଆଜି ସକାଳୁ ରୁଷ୍‌ର ମିଶାଇଲ୍‌ ଆକ୍ରମଣ ୟୁକ୍ରେନ୍‌ର ଅନେକ କ୍ଷତି ଘଟାଇ ସାରିଥିବା ସୂଚନା ମିଳୁଛି । ଆଜି ଦ୍ୱିତୀୟ ଦିନରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପହଂଚିଥିବା ବେଳେ ଆଜି ସକାଳୁ ୭ଟି ମିଶାଇଲ ଆକ୍ରମଣ ହୋଇଥିବା କୁହାଯାଇଛି । ୟୁକ୍ରେନ୍‌ର ରାଜଧାନୀ କ୍ୱିବ୍‌କୁ ଅକ୍ତିଆର କରିବା
Read More...

ୟୁକ୍ରେନକୁ ସୈନ୍ୟ ସହଯୋଗ କରିବାରେ ମୁହଁ ମୋଡିଲା ଆମେରିକା

କ୍ୱିବ : ୟୁକ୍ରେନକୁ ସୈନ୍ୟ ସହଯୋଗ କରିବାରେ ମୁହଁ ମୋଡିଛି ଆମେରିକା । ଆମେରିକରା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହା ସ୍ପଷ୍ଟ କରି ଦେଇଛନ୍ତି । ୟୁକେନକୁ ସହଯୋଗ ପାଇଁ ନାଟୋ ସହ ତଥା ଅନ୍ୟ ସହଯୋଗୀ ଦେଶ ମାନଙ୍କ ସହ ଆଲୋଚନା କରି ଏହାର ପ୍ରତିକାର ପଥ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।
Read More...

ଜବର୍‌ଦସ୍ତ ଗୁଳି ଓ ବୋମା ବର୍ଷଣ : ୟୁକ୍ରେନ୍‌ ମାଟି କୁରୁକ୍ଷେତ୍ର ପାଲଟିଲା

କ୍ୱିବ୍‌ : ଜବର୍‌ଦସ୍ତ ଗୁଳି ଓ ବୋମା ବର୍ଷଣ ଜାରି ରହିଥିବା ୟୁକ୍ରେନ୍‌ ମାଟି କୁରୁକ୍ଷେତ୍ର ପାଲଟିଛି । ରୁଷ୍‌ର ଘନଘୋର ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନ୍‌ ବି ମୁହୁଁତୋଡ଼୍‌ ଜବାବ୍‌ ଦେଉଥିବା ୟୁକ୍ରେନ୍‌ ଦାବୀ କରୁଛି । ୟୁକ୍ରେନ୍‌ରେ ବିଧ୍ୱଂସର ତାଣ୍ଡବଲୀଳାରେ ସାରା ବିଶ୍ୱରେ
Read More...

ୟୁକ୍ରେନ୍‌ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ : ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‌ସନ୍‌ । ରୁଷ୍‌ର ଏହି ଆକ୍ରମଣ ବର୍ବରତା ପୂର୍ଣ୍ଣ ବୋଲି ସେ କହିଛନ୍ତି । ରୁଷ୍‌ର ଏହି ଅମାନସିକ ଆକ୍ରମଣ ସାରା ବିଶ୍ୱରେ ରୁଷ୍‌ର ପ୍ରତିଛବିକୁ ମଳିନ କରିଛି ବୋଲି ସେ
Read More...

ରୁଷିଆର ଯୁଦ୍ଧଖୋର ମାନସିକତା ମହଙ୍ଗା ପଡ଼ିଲା : ପଶ୍ଚିମ ରାଷ୍ଟ୍ରରୁ ମିଳୁଥିବା ଆର୍ଥିକ ସହାୟତା ଉପରେ ଲାଗିଲା…

ୱାଶିଂଟନ୍‌ : ରୁଷିଆ ଓ ଯୁକ୍ରେନ୍‌ ମଧ୍ୟରେ ବିବାଦ ଆହୁରି ଜଟିଳ ହେଉଥିବା ବେଳେ ଆମେରିକା ଯୁଦ୍ଧ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇସାରିଛି । ତଥାପି ସୀମାରେ ରୁଷିଆ ପକ୍ଷରୁ ଆହୁରି ସୈନ୍ୟ ଠୁଳ ଓ ଯୁଦ୍ଧଖୋର ମାନସିକତା ଯୋଗୁଁ ସାରା ବିଶ୍ୱର ନଜର ରହିଛି । ଏହି ସ୍ଥିତି ଉପରେ
Read More...

ଧୀରେ ଧୀରେ ଶେଷ ହେଉଛି ଓମିକ୍ରନ୍, ଦ୍ରୁତ ଗତିରେ ହ୍ରାସ ହେଉଥିବା ସଂକ୍ରମଣକୁ ଲକ୍ଷ୍ୟ ରଖି ବିଶେଷଜ୍ଞଙ୍କ ମତ

ୱାଶିଂଟନ୍ : ଧୀରେ ଧୀରେ ଶେଷ ହେଉଛି ଓମିକ୍ରନ୍‌ । ଦ୍ରୁତ ଗତିରେ ହ୍ରାସ ହେଉଥିବା ସଂକ୍ରମଣକୁ ଲକ୍ଷ୍ୟ ରଖି ବିଶେଷଜ୍ଞଙ୍କ ମତ ରଖିଛନ୍ତି । ଆଗାମୀ ସମୟରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । କିଛି ସମୟ ପରେ ଦେଶ
Read More...

ଯୁଦ୍ଧ ରୋକିବାକୁ ଚେଷ୍ଟା କଲେ ବାଇଡେନ : ଯଦି ପୁତିନ ୟୁକ୍ରେନ ଉପରେ ଆକ୍ରମଣ ନକରନ୍ତି, ତେବେ ମୁଁ ତାଙ୍କୁ ଭେଟିବି

ୱାଶିଂଟନ୍ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଉତ୍ତେଜନା ଲାଗି ରହିଛି । ଏହି ସମୟ ମଧ୍ୟରେ ଏହାକୁ ଏଡ଼ାଇବା ପାଇଁ ଆମେରିକା ଦ୍ୱାରା ସମସ୍ତ ପ୍ରୟାସ କରାଯାଉଛି । ନିକଟରେ ରୁଷର ସମର୍ଥକ ୟୁକ୍ରେନ ପ୍ରଦର୍ଶନକାରୀଙ୍କ ଆକ୍ରମଣରେ ଜଣେ ୟୁକ୍ରେନ ସୈନିକ ମଧ୍ୟ ନିହତ ହୋଇଥିଲେ ।
Read More...