Browsing Tag

Newdelhi news

ଆଜି ହେବ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା

ନୂଆଦିଲ୍ଲୀ : ଆଜି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବ । ଭାରତ ନିର୍ବାଚନ ଆୟୋଗ ଗୋଆ, ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ କାର୍ୟ୍ୟସୂଚୀ ଆଜି ଅପରାହ୍ନ ୩.୩୦ରେ ଘୋଷଣା କରିବେ ।
Read More...

କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟୁଇଟ୍‌ : କହିଲେ, ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତା ପାଇଁ ପୁଲୱାମା ଘଟଣା…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଏକ ବିବାଦୀୟ ଟୁଇଟ୍ କରିଛନ୍ତି । କ୍ଷମତାର କ୍ଷୁଧା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ପୁଲୱାମା ଘଟଣା ଘଟାଇଛନ୍ତି ବୋଲି ଉଦିତ ରାଜ ଟ୍ୱିଟ୍ କରିଛନ୍ତି । ଏହା ଉପରେ ବିଜେପି ମଧ୍ୟ ଉଦିତ ରାଜଙ୍କୁ
Read More...

ବିମାନ ବନ୍ଦରରୁ ନିଖୋଜ ହେଲେ କରୋନା ସଂକ୍ରମିତ ଯାତ୍ରୀ : ଏସ୍‌ଡିଏମ୍‌ ଅଭିଯୋଗରେ ଆଇଜିଆଇ ବିମାନବନ୍ଦର ପୋଲିସ…

ନୂଆଦିଲ୍ଲୀ : ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)ରୁ ଜଣେ କରୋନା ସଂକ୍ରମିତ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ବିଦେଶରୁ ଆସିବା ପରେ ଯାତ୍ରୀଙ୍କୁ ବିମାନବନ୍ଦରରେ ଆରଟିପିସିଆର ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ଆସିବା ପର୍ଯ୍ୟନ୍ତ ତାଙ୍କୁ ବିମାନ ବନ୍ଦରରେ ରହିବାକୁ
Read More...

କରୋନା ଭାଇରସ୍ : ଡିଡ଼ିଏମ୍‌ଏ ଦ୍ୱାରା ଦିଲ୍ଲୀରେ ନୂତନ ନିର୍ଦ୍ଦେଶାବଳୀ ଜାରି : ଜାନୁଆରୀ ପ୍ରଥମ ୬ ଦିନରେ ୨୦ ଜଣଙ୍କ…

ନୂଆଦିଲ୍ଲୀ : ଦିଲ୍ଲୀର ଅନିୟନ୍ତ୍ରିତ କରୋନା ସଂକ୍ରମଣ ଏବଂ ବଜାରରେ ଭିଡ଼ ଜମିବା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ଶୁକ୍ରବାର ଦିନ ନୂତନ ନିର୍ଦ୍ଦେଶନାମା ଜାରି କରିଛି । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନ ଖୋଲିବାରେ ନିୟମ ଉଲ୍ଲଂଘନକୁ ଦୃଷ୍ଟିରେ
Read More...

ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ କରୋନା ସଂକ୍ରମିତ : ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ କରୋନାର ବିସ୍ଫୋରଣ ପରିସ୍ଥିତି ଦେଖିବାକୁ ମିଳିଛି । ଏହା ସହିତ ବଲିଉଡ ଏବଂ ଟିଭି ଅଭିନେତାମାନେ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହେଉଛନ୍ତି । ଟିଏମ୍‌ସି ସାଂସଦ ତଥା
Read More...

ଦିଲ୍ଲୀର ଲଜପତ ରାୟ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ୧୩ଟି ଅଗ୍ନିଶମ ଗାଡ଼ି

ନୂଆଦିଲ୍ଲୀ : ଆଜି ପୂର୍ବାହ୍ନରେ ଜାତୀୟ ରାଜଧାନୀର ଲାଲକିଲ୍ଲା ସମ୍ମୁଖରେ ଥିବା ଲଜପତ ରାୟ ବଜାରରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । କୁହାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା
Read More...

ଦେଶରେ କ୍ଷୀପ୍ର ବେଗରେ କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୯୦,୯୨୮ ନୂଆ ମାମଲା, ୩୨୫ ଲୋକଙ୍କ ପ୍ରାଣ ନେଲା

ନୂଆଦିଲ୍ଲୀ : ଦେଶରେ କ୍ଷୀପ୍ର ବେଗରେ କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ଭାରତ ୯୦,୯୨୮ ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଂଟା । ମଧ୍ୟରେ ୧୯,୨୦୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ୩୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସକ୍ରିୟ ମାମଲା ସଂଖ୍ୟା ୨,୮୫,୪୦୧
Read More...

୧୧ ରାଜ୍ୟରେ ଓମିକ୍ରନ୍ ନିଜ ସ୍ଥିତି ଜାହିର୍‌ କଲା : ମାତ୍ର ୧୮ ଦିନରେ ୧୫୩ ଜଣ ସଂକ୍ରମିତ, ମହାରାଷ୍ଟ୍ରର ଅବସ୍ଥା…

ନୂଆଦିଲ୍ଲୀ : କରୋନା ଭୂତାଣୁର ନୂତନ ଭାରିଆଂଟ୍‌ ଓମିକ୍ରନ୍ ବିଶ୍ୱର ୯୦ରୁ ଅଧିକ ଦେଶରେ ପାଦ ଦେଇ ସାରିଛି । ଭାରତରେ ମଧ୍ୟ ଓମିକ୍ରନର ନୂତନ ମାମଲା ଦ୍ରୁତ ଗତିରେ ବ୍ୟାପୁଥିବା ଦେଖାଯାଉଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୧୫୦ ଅତିକ୍ରମ କରିଛି । ମହାରାଷ୍ଟ୍ରରୁ ଆଉ ୬ ଜଣ ଏବଂ
Read More...

ଦେଶରେ ଗତ ୨୪ ଘଣ୍ଟାରେ ୭ ହଜାର ୩୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୨୦୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୭ ହଜାର ୩୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ କରୋନାରେ ୨୦୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ଦେଶରେ ୪ ଘଣ୍ଟାରେ ୭ ହଜାର ୯୭୩ ଜଣ ସୁସ୍ଥ
Read More...

ପଞ୍ଜାବ ସୁନ୍ଦରୀ ହରନାଜ୍ କୌର ହେଲେ ୨୦୨୧ ମିସ୍ ୟୁନିଭର୍ସ

ନୂଆଦିଲ୍ଲୀ : ପଞ୍ଜାବର ଝିଅ ହରନାମ କୌର ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ର ମୁକୁଟ ପିନ୍ଧିଛନ୍ତି । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ସେ ମିସ୍ ୟୁନିଭର୍ସ ଟାଇଟଲ ଜିତିଛନ୍ତି । ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଚ୍ରିୟା ମେଜା ତାଙ୍କୁ ପୁକୁଟ ପିନ୍ଧାଇଥିଲେ । ୭୦ତମ ମିସ୍ ୟୁନିଭର୍ସ
Read More...