Browsing Tag

muribahal news

ଯୁବ ସାମ୍ବାଦିକ ନିମାଇଁ ଚରଣ ବଘାରଙ୍କ ଅକାଳ ବିୟୋଗ

ମୁରିବାହାଲ, (ଗୌରବ ଦର୍ଜୀ) : ଚାଲିଗଲେ ଯୁବ ସାମ୍ବାଦିକ ନିମାଇଁ ଚରଣ ବଘାର(୪୭) । ଗତ ରାତି ପ୍ରାୟ ୧୦ଟା ସମୟରେ ଘରେ ଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା ବେଳେ ତାଙ୍କୁ ମୁରିବାହାଲ ସିଏଚ୍‌ସିକୁ ନିଆଯାଇଥିଲା । ସେଠାରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଯୁବ
Read More...

ଲାଞ୍ଚ ନେଉଥିବା ବେଳେ ତହସିଲ ଅଫିସ ବରିଷ୍ଠ କିରାଣୀ ଅସିତ ଯୋଶୀଙ୍କୁ କାବୁ କଲା ଭିଜାଲାନ୍ସ ବିଭାଗ

ମୁରିବାହାଲ, (କେପିଏନ୍‌ଏସ୍‌) : ଲାଞ୍ଚ ନେଉଥିବା ବେଳେ ତହସିଲ ଅଫିସ ବରିଷ୍ଠ କିରାଣୀକୁ କାବୁ କରିଛି ଭିଜାଲାନ୍ସ ବିଭାଗ । ଏହି ଖବର ସାରା ଅଂଚଳରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ବରିଷ୍ଠ କିରାଣୀ ଅସିତ ଯୋଶୀ ଲାଞ୍ଚ ନେଉଥିବା ବେଳେ
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ରେଞ୍ଜର ପ୍ରଶାନ୍ତ କୁମାର ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ପ୍ରଶାନ୍ତ କୁମାର ନାଏକଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ମୁରିବାହାଲ ରେଞ୍ଜ ଅଫିସ
Read More...

ଭାରତୀୟ ସେନାର ଅବସରପ୍ରାପ୍ତ ହାବିଲଦାର ବେଣୁଧର ମାଝୀଙ୍କ ପରଲୋକରେ ଜିଲ୍ଲା ପୂର୍ବତନ ସୈନିକ ସଂଘର ଶୋକସନ୍ତପ୍ତ…

ମୁରିବାହାଲ, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ ଘଣ୍ଟବାହାଲି ଗ୍ରାମର ତଥା ଭାରତୀୟ ସେନା ବିହାର ରେଜିମେଣ୍ଟର ଅବସରପ୍ରାପ୍ତ  ହାବିଲଦାର ବେଣୁଧର ମାଝୀଙ୍କ ଗତ ୧୮ ନଭେମ୍ବରରେ ହୃଦଘାତରେ ପରଲୋକ ହୋଇଯାଇଥିଲା । ତାଙ୍କ ପରଲୋକ ଖବର ପାଇ ବଲାଙ୍ଗିର
Read More...

୧୫୦ କେନ୍ଦୁ ଗଣ୍ଡି ଓ ଟ୍ରାକ୍ଟର ଜବତ କଲା ବନ ବିଭାଗ

ମୁରିବାହାଲ, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ବିଟ ଅନ୍ତର୍ଗତ ଟେଙ୍ଗରା ଶାନ୍ତିନଗରର ଏକ ନବନିର୍ମିତ ଘରୁ ୧୫୦ଟି କେନ୍ଦୁ ଗଣ୍ଡି ସମେତ ୨ଟି ଟ୍ରାକ୍ଟର ଜବତ କରିଛି ବନ ବିଭାଗ । ହେଲେ ଏହି ବନ ମାଫିଆ କିଏ ଓ ଗାଡି କାହାର ଏପର୍ୟ୍ୟନ୍ତ ଜଣାପଡି ନାହିଁ
Read More...

ପ୍ରଶାସନ ଶୁଣିଲାନି : ନିଜ ରାସ୍ତା ନିଜେ ତିଆରି କଲେ ପେରୁଆମାଲ ଗ୍ରାମବାସୀ

ମୁରିବାହାଲ, (ଅଜିତ କୁମାର ସାହୁ) : ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅଧୀନସ୍ଥ ପେରୁଆମାଲ ଗାଁକୁ କୌଣସି ରାସ୍ତା ନଥିବା ବେଳେ ଗ୍ରାମବାସୀ ନିଜେ ରାସ୍ତା ତିଆରି କରିଛନ୍ତି । ଏହି ଗାଁଟି ଜଙ୍ଗଲ ମଧ୍ୟରେ ଥିବାବେଳେ ଏଠାରେ ୧୯୮୧ ମସିହାରୁ ବସବାସ କରିଆସୁଥିବା ଏହି ଗ୍ରାମରେ ସରକାରଙ୍କ ତରଫରୁ
Read More...

ବୀମା ରାଶି ପ୍ରଦାନ ପାଇଁ ଦାବୀପତ୍ର

ମୁରିବାହାଲ, (କେପିଏନ୍‌ଏସ୍‌) : ୨୦୧୯ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିରୁ ବଂଚିତ ଥିବା ଶତାଧିକ ଚାଷୀମାନଙ୍କୁ ନେଇ ମୁରିବାହାଲ ପଞ୍ଚାଯତ ସମିତି ଅଧ୍ୟକ୍ଷ ହଂସରାଜ ଜୈନ ମୁଖ୍ୟମନ୍ତ୍ରୀଙ୍କ ଉ‌ଦ୍ଦଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ କାର୍ୟ୍ୟକ୍ରମରେ ବ୍ଲକ
Read More...