
Browsing Tag
koshalaprabaha
ପଞ୍ଚାୟତ ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ
କଳାହାଣ୍ଡି, (କେପିଏନ୍ଏସ୍) : ମାଣିକେରା, ଦେଢ଼ଶୁଲି ଓ ଲୁବେନଗଡ଼ ପଞ୍ଚାୟତରେ ତଥା ମୋହନଗିରି, ସିଂହପୁର ପଞ୍ଚାୟତ ପକ୍ଷରୁ କୁଟୁରାପାଲିରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ୧୯୯୪ ମସିହାରୁ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ଗୃହୀତ ପ୍ରସ୍ତାବ ଅନୁସାରେ ସାରା ବିଶ୍ୱରେ ଥିବା!-->…
Read More...
Read More...
ବେଲପଡା ଖେଳପଡିଆଠାରେ ସଫେଇ କାର୍ଯ୍ୟକ୍ରମ
ବଙ୍ଗୋମୁଣ୍ଡା,(ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମରେ ଥିବା ଖେଳପଡିଆ ଠାରେ ବେଲପଡା ସରପଂଚ ଅଞ୍ଜନା ମେହେରଙ୍କ ନେତୃତ୍ୱରେ ମା’ ବସ୍ତେ୍ରନ କ୍ରିକେଟ କମିଟିର ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ପଡିଆରେ ଥିବା ବିଭିନ୍ନ ଆଳିଆ ଆବର୍ଜନାକୁ ସଫା ସୁତୁରା କରିବା ସହ!-->…
Read More...
Read More...
ନିରାଡମ୍ବର ଭାବେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ
ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : କରୋନା କଟକଣାକୁ ନଜରରେ ରଖି ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ପାଟଣାଗଡ ବ୍ରହ୍ମପୁରା ଆଦିବାସୀ ଭବନଠାରେ ନିରାଡମ୍ବର ଭାବେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ବ୍ଲକ ସଭାପତି ଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା!-->…
Read More...
Read More...
ବଲାଙ୍ଗିରରେ ଆଜି ୬ ଚିହ୍ନଟ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୬ ଜଣ କୋଭିଡ଼ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫ ଜଣ ଗ୍ରାମାଂଚଳର ଏବଂ ଜଣେ ଓଏସଏପି.ର ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ତେବେ ତୁରେକେଲା ବ୍ଲକ ରାମୁଡ଼ରୁ ୧, ପୁଇଁନ୍ତଲା ବ୍ଲକ ଭାଲେରରୁ ୧, ପୁଇଁନ୍ତଲା ବ୍ଲକ!-->…
Read More...
Read More...
ଅଭିନେତା ସଂଜୟ ଦତ୍ତ ହଠାତ୍ ଅସୁସ୍ଥ
ମୁମ୍ବାଇ, (କେପିଏନ୍ଏସ୍) : ଅଭିନେତା ସଂଜୟ ଦତ୍ତ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଗତକାଲି ସଂଧ୍ୟାରେ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବା ବେଳେ ସଂଗେ ସଂଗେ ତାଙ୍କ କୋଭିଡ୍!-->…
Read More...
Read More...
ଦୋଷୀଙ୍କୁ ଗିରଫ ଓ ନିର୍ଦୋଷୀଙ୍କୁ ଖଲାସ ଦାବୀରେ ବିଷ୍ଣୁମୁଣ୍ଡାରେ ରାସ୍ତାରୋକ
ମୃତକ ଜିତେନ୍ଦ୍ର ସୁନାଙ୍କ କୋଭିଡ଼ ସଂକ୍ରମଣ ପ୍ରହେଳିକା ପାଲଟିଛି ବଲାଙ୍ଗିରବାସୀଙ୍କ ପାଇଁ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ଭୀମ ଭୋଇ ମେଡ଼ିକାଲରେ ମୃତ୍ୟୁବରଣ କରିଥିବା ଜିତେନ୍ଦ୍ର ସୁନାଙ୍କ ହତ୍ୟାକାରୀଙ୍କୁ ଗିରଫ ତଥା ଗିରଫ୍ ହୋଇଥିବା ତାଙ୍କ ୫ ଜଣ ବନ୍ଧୁ ପରିଜନଙ୍କୁ!-->!-->!-->…
Read More...
Read More...
ସଇଁତଲା ଅଞ୍ଚଳରେ ସଟ୍ ଡାଉନକୁ ସମ୍ପୁର୍ଣ୍ଣ ସହଯୋଗ
ସଇଁତଲା, (ପ୍ରଶାନ୍ତ କୁମାର ମେହେର) : ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶନିବାରରୁ ମଙ୍ଗଳବାର ପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ସଟଡାଉନ ଘୋଷଣା କରାଯାଇଛି । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା ବ୍ଲକରେ ମଧ୍ୟ ସଟଡ଼ାଉନର ପ୍ରଭାବ ବେଶ ରହିଥିଲା!-->…
Read More...
Read More...
ଓଡ଼ିଶାରୁ ୧୭୩୪ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରେ ସର୍ବାଧିକ ୩୪୨
ଭୁବନେଶ୍ୱର, (କେପିଏନ୍ଏସ୍) : ଆହୁରି ବ୍ୟାପୁଛି କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଓଡ଼ିଶାରୁ ପୁଣି ୧୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ୧୦୭୫ କ୍ୱାରେନଣ୍ଟାଇନ୍ରୁ ହୋଇଥିବା ବେଳେ ୬୫୯ ଜଣ!-->…
Read More...
Read More...
ଦେଶରେ ଆଜି ୬୪,୩୯୯ ନୂଆ ଆକ୍ରାନ୍ତ : ୮୬୧ ଜଣ ମୃତ
ନୂଆଦିଲ୍ଲୀ, (କେପିଏନ୍ଏସ୍) : ବୋଲ ମାନୁନି କରୋନା । ଆଜି ଦେଶରେ ପୁଣି ୬୪,୩୯୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଂଟାରେ କରୋନାରେ ୮୬୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୫୩ ହଜାର ୧୦କୁ ପହଂଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ୪୩ ହଜାର!-->…
Read More...
Read More...