Browsing Tag

chandanbhati news

ସୁଦାମ ଚରଣ ମହାବିଦ୍ୟାଳୟ ଗ୍ରନ୍ଥାଗାର ପରିଦର୍ଶନ କଲେ ସରସ୍ୱତୀ ଶିଶୁମନ୍ଦିର ସ୍କାଉଟସ୍ ଏଣ୍ଡ ଗାଇଡ୍ସର ଛାତ୍ରଛାତ୍ରୀ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟି ଗ୍ରନ୍ଥାଗାରକୁ ସରସ୍ୱତୀ ଶିଶୁମନ୍ଦିର, କଦମପଡ଼ା, ବଲାଙ୍ଗିରର ସ୍କାଉଟସ୍ ଏଣ୍ଡ ଗାଇଡ୍ସର ଛାତ୍ରଛାତ୍ରୀମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହିତ ଶୈକ୍ଷିକ ପରିଦର୍ଶନରେ ଆସିଥିଲେ । ଏହି
Read More...

ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟିର ୩୪ତମ ପ୍ରତିଷ୍ଠା ଦିବସ ପାଳିତ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟିର ୩୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ମହାବିଦ୍ୟାଳୟ ଯାହାଙ୍କ ନାମରେ ନାମିତ ସେହି ଶିକ୍ଷାପ୍ରେମୀ ସ୍ୱର୍ଗତ ସୁଦାମ ଚରଣ ପଣ୍ଡାଙ୍କ ଜନ୍ମ ତା-୧୨.୧୦.୧୯୦୬ ମସିହାରେ, ଚନ୍ଦନଭାଟି
Read More...

ଗାଁ ମୁହାଁ ତହଁକ୍ କୁଟୁମ୍ : ତହଁକ୍ କୁଟୁମ୍‌ର “ହଜ୍‌ଲା ରସ୍‌ ନୁର୍‌ମା ଆସ” କାର୍ଯ୍ୟକ୍ରମ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟି ଠାରେ କୋଶଲି ଭାଷାର ସୁରକ୍ଷା ପାଇଁ ତହଁକ କୁଟୁମର ନିଆରା କାର୍ଯ୍ୟକ୍ରମ "ହଜ୍‌ଲା ରସ୍‌ ନୁର୍‌ମା ଆସ" ଲୁକି ଯାଉଥିବା ବଖାନି ଓ ଲୋକ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଲୋକ ସଂସ୍କୃତି ଉପରେ
Read More...

ସାଧାରଣତନ୍ତ୍ର ଦିବସ ଦିଲ୍ଲୀ ଠାରେ ଯୋଗଦେଲେ ବଲାଙ୍ଗିରର ୭ କଳାକାର

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଞ୍ଚାୟତ କଅଗାଁ ଗ୍ରାମର ୭ ଜଣ କଳାକାର ୭୭ତମ ସାଧାରଣତନ୍ତ୍ର ଦିବସ ଦିଲ୍ଲୀ ଠାରେ ବନ୍ଦେ ମାତରମ୍ ପ୍ୟାରେଡ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ
Read More...

ପ୍ରଥମ ଶରତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ଖେଳପଡିଆଠାରେ ପ୍ରଥମ ଶରତ ଦଲାଇ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଗତ ଦୁଇଦିନ ଧରି ହୋଇଥିବା ବେଳେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମ ପ୍ରତିଯୋଗିତାରେ ଚନ୍ଦନଭାଟି ଫାଣ୍ଡି ଅଧିକାରୀ
Read More...

ଚନ୍ଦନଭାଟି ଗ୍ରାମୀଣ ବ୍ୟାଙ୍କ ଏବଂ ଉପ ଡାକଘରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ଚନ୍ଦନଭାଟି ଗ୍ରାମୀଣ ବ୍ୟାଙ୍କ ଏବଂ ଉପ ଡାକଘରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଓଡିଶା ଗ୍ରାମୀଣ ବ୍ୟାଙ୍କରେ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଗୌରୀଶଙ୍କର ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ସେହିପରି ଚନ୍ଦନଭାଟି ଉପ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ “ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ” ଅନୁଷ୍ଠିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଚନ୍ଦନଭାଟିରେ "ସପ୍ତଶକ୍ତି ସଂଗମ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ଅନୁପମା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଗାୟତ୍ରୀ ପରିବାର ସଦସ୍ୟା
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିର ୨୨ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟି ପକ୍ଷରୁ ଦୁଇଦିନ ଧରି ୨୨ ତମ ବାର୍ଷିକ କ୍ରୀଡା ଜାମୁଟିଆ ସ୍ଥିତ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡାର ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଡ଼. ଲକ୍ଷ୍ମଣ କୁମାର ମେହେର ମୁଖ୍ୟ
Read More...

ପୂର୍ବତନ ଫୁଟବଲ ଖେଳାଳୀଙ୍କ ବିୟୋଗ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟିର ପୂର୍ବତନ ଫୁଟବଲ ଖେଳାଳୀ ଶରତ ଦଲାଇଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ମଣିଷ ଥିଲେ । ଚନ୍ଦନଭାଟି ଫୁଟବଲ ଦଳରେ ବହୁଦିନ
Read More...

ସିଆଲବାହାଲିରେ ନୁଆଁଖାଇ ଭେଟଘାଟ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ସଦରବ୍ଲକ ଅନ୍ତର୍ଗତ ସିଆଲବାହାଲିଠାରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଗାଁର ଉପରପଡା ଗଣେଷ ପୂଜା କମିଟୀ ପକ୍ଷରୁ ନାଚ ଗିତ ଆସର ଜମିଥିଲା । କିଛି ଦିନ ପୂର୍ବରୁ ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତାରେ ପ୍ରାୟ ୭୮ ପ୍ରତିଯୋଗୀ ଭାଗ ନେଇଥିଲେ ।
Read More...