Browsing Tag

bhabanipatana news

ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ “ବନ ମହୋତ୍ସବ” ସପ୍ତାହ ଉଦ୍‌ଘାଟନ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ଆମର ତିଳଯୋଡି ଯୁବକ ସଙ୍ଘର ମିଳିତ ଉଦ୍ୟମରେ ତିଳଯୋଡି ଗ୍ରାମର ଅଙ୍ଗନବାଡି ସେଣ୍ଟରଠାରେ "ବନ ମହୋତ୍ସବ " ସପ୍ତାହ କାର୍ଯ୍ୟକ୍ରମ ଉଦ୍‌ଘାଟନ
Read More...

ଡଙ୍ଗରିପଡା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ରିସଗାଁ ପଞ୍ଚାୟତ ଡଙ୍ଗରିପଡା ସ୍କୁଲରେ ଭବାନୀପାଟଣା ୱାରିଅର ଓ ନେହେରୁ ଯୁବକେନ୍ଦ୍ର ସଂଗଠନ କଳାହାଣ୍ଡି ମିଳିତ ଉଦ୍ୟମରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଦୁଇଟି ସ୍ୱେଚ୍ଛାସେବୀ
Read More...

ରାମକୃଷ୍ଣ ଆଶ୍ରମରେ ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧା ମହିଳା

ଭବାନୀପାଟଣା, (ପି.କେ. ସାହୁ) : ନିଜର ବୋଲି ନାଁ ଅଛି ସ୍ୱାମୀ, ନାଁ ପୁଅ କିମ୍ବା ଝିଅ । ବେସାହାରା ହୋଇ ଦୀର୍ଘଦିନ ଧରି ପରଘରେ ଆଶ୍ରୟ ନେଇଥିଲେ ଜଣେ ବୃଦ୍ଧା ମହିଳା । କୋଉଠି ରହିବେ କଣ କରିବେ ଖାଇବେ କୋଉଠି ତାହାକୁ ନେଇ ସେ ଅନେକ ଚିନ୍ତିତ ଥିଲେ । ଏମିତି ଏକ ହୃଦୟ ବିଦାରକ ଭଳି ଖବର
Read More...

ଲାଞ୍ଚ ନେଲା ବେଳେ ଧରାପଡିଲେ ବିଇଓ ଅଫିସର ମୁଖ୍ୟ କିରାଣୀ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଇଓ ଅଫିସର କାର୍ଯ୍ୟରତ ମୁଖ୍ୟ କିରାଣୀ ଯୁଧିଷ୍ଠିର ହରିଜନ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ସୂଚନାଯୋଗ୍ୟ, କଲମପୁର ବ୍ଲକ ମାଠିଆପଡା ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ନାଏକଙ୍କୁ ତାଙ୍କ
Read More...

ସାପ କାମୁଡାରେ ନାବାଳକ ମୃତ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଚ୍ଛୁଲା ଗ୍ରାମରେ ବିକ୍ରମ ନାଏକଙ୍କ ନାବାଳାକ ପୁଅ ଛବି ରଞ୍ଜନ ନାଏକର ସାପ କାମୁଡାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ଭବାନୀପାଟଣା
Read More...

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଲୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଶାଖା କଳାହାଣ୍ଡି ଦ୍ୱାରା ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ଭବାନୀପାଟଣା ସହରର ରିଜର୍ବ ପଡିଆଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ସହର ଅନେକ ସଂଗଠନର
Read More...

ସାପ କାମୁଡାରେ ମହିଳା ମୃତ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଟିକିରାପଡାଠାରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଟିକିରାପଡାର ଅଞ୍ଜନା ସାହୁ ଛେଳି ଚରାଇବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିଷଧର ସାପ ତାଙ୍କୁ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ କ୍ଷୀରଦେଇ ପାଇଲେ ହୁଇଲ ଚେୟାର

ଭବାନୀପାଟଣା, (ପି. କେ. ସାହୁ) : ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମାନ କରିଛନ୍ତି । ହେଲେ ଲୋକମାନେ ସଚେତନ ନଥିବାରୁ କୌଣସି ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ଏପରି ଏକ ସମସ୍ୟା ଦେଖିବାକୁ ମିଳିଥିଲା ଭବାନୀପାଟଣା ବ୍ଲକ କୂତରୁଖମାର
Read More...

ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ବିଭିନ୍ନ ଗାଁରେ ପ୍ରଥପ୍ରାନ୍ତ ନାଟକ ପରିବେଷିତ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର ସଂଗଠନ କଳାହାଣ୍ଡି ଏବଂ ୟୁନିସେଫ ଓଡିଶା ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ବାଲ୍ୟବିବାହ, ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ
Read More...

ପୁଣି ସ୍କୁଲ ଯିବ ରଶ୍ମିତା ମାଝୀ

ଭବାନୀପାଟଣା : ଭବାନୀପାଟଣା ବ୍ଳକ୍‌ ଚାନ୍ଦୋପଳା ଗାଁର ଚତୁର୍ଭୁଜ ମାଝୀ ଓ ଚିତ୍ରରେଖା ମାଝୀଙ୍କ ଝିଅ ରଶ୍ମିତା ମାଝୀ । ରଶ୍ମିତା ଜନ୍ମରୁ ନିଜ ଗାଁରେ ପାଠ ପଢି ଆସୁଥିଲେ । ଗାଁରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବାରୁ ସେ ପଞ୍ଚମ ସରିଲା ପରେ ଅନ୍ୟ ସ୍କୁଲରେ ନାମ ଲେଖାଇବାପାଇଁ ବିଦ୍ୟାଳୟ
Read More...