Browsing Tag

bhabanipatana news

ଭିଜିଲାନ୍ସ ଜାଲରେ ବନ କର୍ମଚାରୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ କର୍ଲାପାଟ ରେଞ୍ଜ୍ ଅଧିନ ଶଗଡା ସେକ୍ସନ ଫରେଷ୍ଟର୍ ଯୋଗେନ୍ଦ୍ର ମାଝୀଙ୍କୁ ସୋମବାର ରାତିରେ ଜୟପୁର ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଯୋଗେନ୍ଦ୍ର ମାଝୀ ନିଜ ଗାଁକୁ ଫେରୁଥିବା ବେଳେ ଭିଜିଲାନ୍ସ
Read More...

ନବଜାତ ଶିଶୁର ମୃତଦେହ ଠାବ : ତଦନ୍ତ ଜାରି ରଖିଛନ୍ତି ପୋଲିସ ପ୍ରଶାସନ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ସଦର ମହକୁମାଠାରୁ ମାତ୍ର ୧୨ କିଲୋମିଟର ଦୂର ଏକ ଗାଁରେ ନବଜାତ ଶିଶୁର ମୃତଦେହ ଠାବ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ଭବାନୀପାଟଣା ବ୍ଲକ ଅନ୍ତର୍ଗତ କରାଟିକିଲି ଗାଁର ମହାବନ୍ଦ ପୋଖରୀ ହୁଡାରେ ଗତକାଲି ଏକ ଜନ୍ମିତ ଶିଶୁର ମୃତଦେହ ପଡ଼ିଥିବା
Read More...

ଗୋପବନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛତା କି ପଖ୍‌ୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, (ପି.କେ.ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ଗୋପବନ୍ଧୁ ସାଂସ୍କୃତିକ ଅନୁଷ୍ଠାନ, ପାଲସିପଡାର ମିଳିତ ଉଦ୍ୟମରେ ପାଲସିପଡାର କ୍ଲବ ଘରଠାରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଜଣେ ବୃଦ୍ଧ

ଭବାନୀପାଟଣା, (ପି.କେ. ସାହୁ) : ମୁର୍ମୁଷୁ ଅବସ୍ଥାରେ ଜଣେ ଅଜଣା ବୃଦ୍ଧଙ୍କୁ ଉଦ୍ଧାର କରି ସ୍ୱେଚ୍ଛାସେବୀ ଯୋଶୋବନ୍ତ ରଣା ଏବଂ ସୁଶାନ୍ତ ପଟ୍ଟନାୟକ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି । ସୂଚନା ଅନୁସାରେ ଜଣେ ଅଜଣା ବୃଦ୍ଧ ଭବାନୀପାଟଣା ମ୍ୟୁନିସିପାଲିଟି ଅନ୍ତର୍ଗତ ନକଟିଗୁଡା ମହିଳା
Read More...

ଉଦ୍ଧାର ହୋଇ ମିଶନ ଚାରିଟିରେ ଥଇଥାନ ହେଲେ ମାନସିକ ବିକାର ଗ୍ରସ୍ତ ମହିଳା

ଭବାନୀପାଟଣା : ଉଦ୍ଧାର ହୋଇ ମିଶନ ଚାରିଟିରେ ଥଇଥାନ ହେଲେ ମାନସିକ ବିକାର ଗ୍ରସ୍ତ ମହିଳା । ସୂଚନା ଅନୁସାରେ ଭବାନୀପାଟଣା ସହରରେ ଜଣେ ଚାଳିଶ ବର୍ଷୀୟ ମାନସିକ ବିକାର ଗ୍ରସ୍ତ ମହିଳା ଏଣେତେଣେ ବୁଲୁଥିବା ନେଇ ସଦର ଥାନା ଆଇଆଇସି ରଶ୍ମିତା ପ୍ରଧାନ ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଖାଇବା
Read More...

ନକଲି ମାଓବାଦୀ ଗିରଫ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ସଦର ଥାନା ଖରସେଲ ଗ୍ରାମର ଲାଲବାହାଦୂର ବାଗ ଚହଗା ପଞ୍ଚାୟତର ସରପଞ୍ଚ ଜଗତ ରାମ ସାହୁଙ୍କ ସହ ବିଭିନ୍ନ ଲୋକଙ୍କୁ ମାଓବାଦୀ ଭୟ ଦେଖାଇ ଚାନ୍ଦା ଆଦାୟ କରିବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ପୁଲିସ ଏହା ନେଇ ଏକ ମାମଲା ରୁଜୁ କରି ତଦନ୍ତ
Read More...

ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ସମ୍ମାନିତ ହେଲେ ସମାଜସେବୀ ଯଶୋବନ୍ତ ରଣା

ଭବାନୀପାଟଣା : ବିଶିଷ୍ଟ ସମାଜସେବୀ ଯଶୋବନ୍ତ ରଣା ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ମହିଳା ସଶକ୍ତିକରଣ ଓ ମହିଳାଙ୍କ ଅଧିକାର ସମ୍ପର୍କରେ ବିଭିନ୍ନ ସମୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ, ଅସହାୟ ମହିଳାଙ୍କୁ ଉଦ୍ଧାର କରି ଥଇଥାନ କରିବା
Read More...

କଳାହାଣ୍ଡି କୃଷି ମହାବିଦ୍ୟାଳୟ ଯୁବ ପ୍ରେରଣା କର୍ମଶାଳା

ଭବାନୀପାଟଣା : କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ଯୁବ ପ୍ରେରଣା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଅନୁଷ୍ଠାନର ଡିନ ସପନ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଏଲ କେ ଦାସ ସ୍ଵାଗତ ଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ମାର୍ଗରେ
Read More...

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ତିଳଯୋଡି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ମିଳିତ ଉଦ୍ୟମରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତିଳଯୋଡି ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

‘ସାହିତ୍ୟ କଥା’ର ଦଶମ ସ୍ୱନକ୍ଷତ୍ର ଉତ୍ସବ ‘ଅଂକୁର’ ଆୟୋଜିତ

ଓଡ଼ିଶାରେ ପ୍ରଥମ : ବିନା ଭାଷଣରେ ସ୍ୱନକ୍ଷତ୍ର ସମାରୋହ ଭବାନୀପାଟଣା, (ପି.କେ. ସାହୁ) : ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ପୁଲ୍ ପାର୍କ ମଧ୍ୟରେ ବିନା ଭାଷଣରେ ଏକ ପତ୍ରିକାର ସ୍ୱନକ୍ଷତ୍ର ସମାରୋହ ଆୟୋଜିତ ହୋଇଛି । ରାଜ୍ୟର ଏକମାତ୍ର ସାହିତ୍ୟ ସମ୍ବାଦ ଭିତ୍ତିକ ପତ୍ରିକା ‘ସାହିତ୍ୟ କଥା'ର
Read More...