Browsing Tag

bhabanipatana news

ବଡ ଭାଇକୁ ବିଭତ୍ସ ଭାବେ ହତ୍ୟା କଲା ସାନ ଭାଇ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଆଜି ସକାଳୁ ଭବାନୀପାଟଣା ଅନ୍ତର୍ଗତ ପଣ୍ଡି ଗାଁରେ ଏକ ବିଭତ୍ସ ହତ୍ୟା କାଣ୍ଡ ଘଟିଯାଇଛି । ସାମାନ୍ୟ ବଚସାରୁ ଉତ୍ୟକ୍ତ ହୋଇ ସାନ ଭାଇ ବଡ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଖବର ମିଳଛି । ବଡ ଭାଇର ଘଟଣା ସ୍ଥଲରେ ହିଁ ପ୍ରାଣ ବାୟୁ ଉଡି ଯାଇଛି ।
Read More...

ସମାଜସେବୀଙ୍କ ନିଆରା ପ୍ରୟାସ : ଜନ୍ମରୁ ସ୍କୁଲ ଯାଇନଥିବା ଝିଅଙ୍କୁ ନେଇ ସ୍କୁଲରେ ଆଡ଼ମିସନ କଲେ

ଭବାନୀପାଟଣା, (ପି. କେ. ସାହୁ) : ଆଜିକା ଦିନରେ ଶିକ୍ଷା ହେଉଛି ବାଧ୍ୟତା ମୂଳକ । ଯିଏ ପାଠ ନ ପଢିଛି ସେ କେତେ ଯେ, ଅସୁବିଧା ଭୋଗୁଛନ୍ତି ତାହା କଳ୍ପନା ବାହାରେ । ସମସ୍ତ ଶିଶୁମାନେ କିପରି ଆହୁରି ପଢିବେ, କେମିତି କେହି ଶିକ୍ଷରୁ ବଂଚିତ ନହେବେ ତାହାକୁ ନେଇ ସରକାର ବିଭିନ୍ନ ଯୋଜନା ମାନ
Read More...

ପୋଖରୀରେ ବୁଡି ନାବାଳିକା ମୃତ

ଭବାନୀପାଟଣା, (ପି.କେ ସାହୁ) : ଭବାନୀପାଟଣା ସଦରଥାନା ଅର୍ନ୍ତଗତ ତେନ୍ତୁଲିପଦର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ପୋଖରୀରେ ବୁଡି ଜଣେ ୫ବର୍ଷର ନାବାଳିକା ଗଜପତି ସାହୁଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ନେଇ ତେନ୍ତୁଲିପଦର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । କୁନି ଝିଅର ମୃତ୍ୟୁ ଘଟଣା
Read More...

ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧ

ଭବାନୀପାଟଣା, (ପି.କେ. ସାହୁ) : ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧ । ସୂଚନା ଅନୁସାରେ କିଛିଦିନ ତଳେ ଜଣେ ବୃଦ୍ଧଙ୍କୁ ସମାଜସେବୀ ଯଶୋବନ୍ତ ରଣା ଓ ରାଜେଶ ଗୌଡ଼ କରଳାଗୁଡା ପଞ୍ଚାୟତ ଖଇର୍ମାଲ ଗାଁର ପୋଖରୀ ହୁଡ଼ାରୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ଠାରେ
Read More...

ଭବାନୀପାଟଣା ବ୍ଲକ ସାକ୍ଷରତା ମିଶନର ସଚେତନତା ରଥ ଓ ପଥପ୍ରାନ୍ତ ନାଟକର ଶୁଭାରମ୍ଭ

କଳାହାଣ୍ଡି, (ପି.କେ.ସାହୁ) : ଶିକ୍ଷା ପ୍ରତ୍ୟେକ ମଣିଷର ଜନ୍ମଗତ ଅଧିକାର । ବର୍ତ୍ତମାନ ସମୟରେ ଶିକ୍ଷାର ଆବଶ୍ୟକତା ଜୀବନ କ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ । ବିନା ଶିକ୍ଷାରେ ମଣିଷ ଅନେକ ସମୟରେ ଠକାମି ଭଣ୍ଡାମିର ଶିକାର ହେବାକୁ ପଡ଼ିଥାଏ । ଏ ଦିଗରେ ପ୍ରତ୍ୟେକ ବ୍ୟକ୍ତି ସାକ୍ଷର
Read More...

ଭବାନୀପାଟଣାଠାରେ ସମ୍ଭାବ୍ୟ ଅଂଶୁଘାତ ସମ୍ବଧୀୟ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଗ୍ରୀଷ୍ମ ପ୍ରବାହ ପାଇଁ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏଜେଣ୍ଡା ଅନୁଯାୟୀ ଜିଲ୍ଲା ଜରୁରୀ ଅଧିକାରୀ ସୁଶ୍ରୀ ପ୍ରଧାନ ବିଭାଗୀୟ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଅସହାୟ ଦିବ୍ୟାଙ୍ଗ ବୃଦ୍ଧା ପାଇଲେ ହୁଇଲ ଚେୟାର

ଭବାନୀପାଟଣା, (ପି.କେ. ସାହୁ) : ଜୟପାଟଣା ବ୍ଲକ ମୁଖିଗୁଡାର ଜଣେ ବୃଦ୍ଧା ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେ ଠିକ୍‌ ସେ ଚାଲି ପାରିରୁ ନଥିଲେ । ଏକ ବାଉଁଶ ବାଢି ସାହାଯ୍ୟରେ ଚାଲୁଥିଲେ । ନିଜର ବୋଲି କେବଳ ସ୍ୱାମୀ ଛଡା ପୁଅ ଝିଅ କେହି ନାହାନ୍ତି । ସେ ଦିବ୍ୟାଙ୍ଗ ହେତୁ ଅନେକ
Read More...

ବରିଷ୍ଠ ସାମ୍ବାଦିକ ସଂଜୀବ ଯୋଶୀଙ୍କ ପରଲୋକ

ଭବାନୀପାଟଣା, (ପି.କେ. ସାହୁ) : ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ଗତକାଲି ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ଗତ କିଛିଦିନ ଧରି ସେ ପୀଡ଼ିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେ । ଗତକାଲି ହଠାତ ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ତେବେ
Read More...

ସୂର୍ଯ୍ୟକାନ୍ତି ଟିଭିର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ

ଭବାନୀପାଟଣା, (ପି.କେ. ସାହୁ) : ସୁପରିଚିତ ସାହିତ୍ୟ ଭିର୍ତ୍ତିକ ୱେବ ଚ୍ୟାନେଲ ସୂର୍ଯ୍ୟକାନ୍ତି ଟିଭିର ଦ୍ୱିତୀୟ ପ୍ରତିଷ୍ଠା ଦିବସ କରୋନା ମହାମାରୀ ଯୋଗୁଁ ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଯାଇଛି ।ସୂର୍ଯ୍ୟକାନ୍ତି ଟିଭିର ମୁଖ୍ୟ ପରିଚାଳକ ଯୁଧିଷ୍ଠିର ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ମୃତ, ୧ଗୁରୁତର

ଭବାନୀପାଟଣା, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଫୁଲିଝରଣ ଯିବା ରାସ୍ତାରେ ଗତକାଲି ସଂନ୍ଧ୍ୟାରେ ୨ବାଇକ୍‌ ମୁହାଁମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସ୍ଥାନୀୟ ମନ୍ଦାରବଗିଚା ପଡ଼ାର
Read More...