ଭୀମସାରରେ ଚୁକ୍ତଭିତ୍ତିକ ୪୧ ଜଣ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାରରେ ଚୁକ୍ତଭିତ୍ତିକ ନିଯୁକ୍ତିରେ ଥିବା ୪୧ ଜଣ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି । ଦୀର୍ଘ ଛଅ ବର୍ଷରୁ ଅଧିକ ଚାକିରି କଲା ପରେ ମଧ୍ୟ ସ୍ଥାୟୀ ନିଯୁକ୍ତି ହୋଇ ନ ଥିବାରୁ ନର୍ସମାନେ ବହୁଥର ଆନ୍ଦୋଳନ କରିଥିଲେ । ଏହା ବାହାରେ ମଧ୍ୟ ଚୁକ୍ତଭିତ୍ତିକ ଆହୁରି ନର୍ସ ରହିଛନ୍ତି ଓ ସେମାନଙ୍କୁ ନିୟମିତ କରିବାକୁ ସେବିକା ସଂଘ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ୨୧ ଜଣ ଡାକ୍ତରଙ୍କୁ ବିଭିନ୍ନ ପଦରେ ନିଯକ୍ତି ପତ୍ର ଦିଆଯାଇଛି।

Leave A Reply

Your email address will not be published.