jayashree

ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେଲା ରାଉରକେଲା ଷ୍ଟିଲ୍‌ପ୍ଲାଣ୍ଟରୁ

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର କୋଲ୍‌ କେମିକାଲ ବିଭାଗରେ ଗ୍ୟାସ୍‌ ଲିକ୍‌ ହେବାର ଜଣାପଡିଛି । ବିଷାକ୍ତ ଗ୍ୟାସ୍‌ ଲିକ୍‌ ଯୋଗୁଁ ୪ ଜଣ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଆଇଜିଏଚରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.