om academy

ଶହେ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ :୨ ମୃତ, ଜଣେ ଗୁରୁତର

jsm

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦ୍ୱାରସୁଣି ଘାଟିରେ ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ । ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମୃତାହତଙ୍କର ବର୍ତ୍ତମାନ ପରିଚୟ ମିଳି ପାରିନାହିଁ । ପିଆଜ ବୋଝେଇ ଟ୍ରକ ନାସିକରୁ ପଶ୍ଚିମବଙ୍ଗ ଯାଉଥିଲା ।

Leave A Reply

Your email address will not be published.