ଆଜିର ପାଖାପାଖି ପନିପରିବା ଦର ବଲାଙ୍ଗିର ମାର୍କେଟ୍‌ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଫୁଲକୋବି – ୨୫ ଟଙ୍କା, ବଂଧାକୋବି – ୧୬ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୧୦୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, କେପ୍‌ସିକମ୍‌ – ୪୦ ଟଙ୍କା, ଗାଜର – ୪୦ ଟଙ୍କା, ବିଟ୍‌ – ୫୦ ଟଙ୍କା, ମୁକ୍ତାକେଶୀ ବାଇଗଣ – ୨୦ ଟଙ୍କା, କଳା ବାଇଗଣ – ୧୨ ଟଙ୍କା, ଜହ୍ନି – ୪୦ ଟଙ୍କା, ଅମୃତଭଣ୍ଡା – ୧୨ ଟଙ୍କା, କୁନ୍ଦୁରୁ – ୨୦ ଟଙ୍କା, ଲାଉ – ୧୬ ଟଙ୍କା, ଗୁଆଁର – ୪୦ ଟଙ୍କା, କାକୁଡ଼ି – ୩୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, ଟମାଟର୍‌ – ୧୬ ଟଙ୍କା, ଭେଣ୍ଡି – ୪୦ ଟଙ୍କା, ବିମ୍‌ – ୫୦ ଟଙ୍କା, ଆଳୁ – ୩୫ ଟଙ୍କା, ପିଆଜ – ୪୦ ଟଙ୍କା, କଂଚା ମଟର – ୪୦ ଟଙ୍କା, ଝୁଲଣ (ଝୁନ୍‌ଗା) – ୪୦ ଟଙ୍କା, ସିମ୍ବ – ୬୦ ଟଙ୍କା, କଲରା – ୩୦ ଟଙ୍କା, କଂଚା କଦଳି – ୪୦ ଟଙ୍କା, ଖମ୍ବ ଆଳୁ – ୬୦ ଟଙ୍କା, ପୋଟଳ – ୮୦ ଟଙ୍କା, ଧନିଆଁ ପତ୍ର – ୧୦୦ ଟଙ୍କା, କଂଚାଲଙ୍କା – ୫୦ ଟଙ୍କା, ଭାଜି ଶାଗ – ୪୦ ଟଙ୍କା, ମେଥି ଶାଗ – ୬୦ ଟଙ୍କା, ପାଳଙ୍ଗ ଶାଗ – ୪୦ ଟଙ୍କା, ମୂଳା – ୧୬ ଟଙ୍କା ।
ସୌଜନ୍ୟ : ଶିଶୁପାଲ ସାହୁ, ମହାଲକ୍ଷ୍ମୀ ପନିପରିବା ଦୋକାନ, ଶାନ୍ତିପଡ଼ା, ବଲାଙ୍ଗିର, ମୋ.ନଂ.୯୪୩୭୧୮୦୮୬୯

Leave A Reply

Your email address will not be published.