ଜିରୋ ନାଇଟ୍‌ ସେଲିବ୍ରେଶନ୍‌କୁ ସରକାରଙ୍କ ନା

ଭୁବନେଶ୍ୱର : ନୂଆବର୍ଷ-୨୦୨୧ ପାଖେଇ ଆସୁଛି । ହେଲେ ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେଶନକୁ ନା କରିଛ‌ନ୍ତି ରାଜ୍ୟ ସରକାର । ବର୍ତ୍ତମାନର କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ୩୧ ରାତିରେ ଉତ୍ସବ ପାଳନକୁ ବାରଣ କରାଯାଇଛି । ନୂଆବର୍ଷ ପାଳନ ନେଇ କୌଣସି ଉତ୍ସବ ଆୟୋଜନ କରାଯାଇ ପାରିବନାହିଁ ବୋଲି ଆଜି ସାମ୍‌ମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.