oom

ସଇଁନ୍ତଲା ଓକିଲ ସଂଘର ନୂତନ କର୍ମକର୍ତା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଓକିଲ ସଂଘ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ସମସ୍ତ କର୍ମକର୍ତା ନିଦ୍ବନ୍ଧରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ରାଧେଶ୍ୟାମ ସାହୁ ଘୋଷଣା କରିଛନ୍ତି । ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ହୀଜକ୍ଷ ତାଣ୍ଡି ପଞ୍ଚମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସଂଘର ସମ୍ପାଦକ ଫିରୋଜ ବଗର୍ତ୍ତି, ଉପସଭାପତି ଟୁନୁ ରାଜପଲିଆ, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ରଣା, କୋଷାଧ୍ୟକ୍ଷ ଜପେଶ୍ୱର ଯାନୀ, କାର୍ୟ୍ୟକାରୀ କମିଟିର ସଭ୍ୟ ଭାବେ ସତ୍ୟ ନାରାୟଣ ସାହୁ, ଦେବରାଜ ପଣ୍ଡା, ମାନ ରଞ୍ଜନ ପାଣିଗ୍ରାହୀ, ସୁବୋଧ ମିଶ୍ର, ମନୋଜ ପୃଷେଠ, ଗୋକୁଳ ସୁନା ମନୋନିତ ହୋଇଥିବା ପ୍ରକାଶ ।

jittmm
Leave A Reply

Your email address will not be published.