ପଦ୍ମପୁରରେ ଜେଠାନୀ କ୍ଳଥ ଷ୍ଟୋର ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କଚେରୀ ଛକ ଠାରେ ଜେଠାନୀ କ୍ଳଥ ଷ୍ଟୋର ଆଜି ଉଦଘାଟିତ ହୋଇଯାଇଛି । ଏଠାରେ ରେଡିମେଡ କପଡା ସୁଳଭ ମୂଲ୍ୟରେ ମିଳିବା ସହ ୨୦% ଛାଡର ସୁବିଧା ଅଛି । ଉତ୍ତମ ବ୍ୟବହାର ସହ ଉଚିତ ମୂଲ୍ୟରେ ସମସ୍ତ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଏଠାରେ କରୋନାକୁ ଦୃଷ୍ଟିରେ ରଖି ଦୂରତା ମଧ୍ୟ ରଖାଯାଉଥିବା ବେଳେ ସମସ୍ତ ଗ୍ରାହକ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ ମଧ୍ୟ କରାଯାଉଛି ଜେଠାନୀ କ୍ଳଥ ଷ୍ଟୋର ପକ୍ଷରୁ ।

Leave A Reply

Your email address will not be published.