oum

ବିନିକା ଅଂଚଳରେ ହାତୀପଲଙ୍କ ଉତ୍‌ପାତ୍‌ ବଢ଼ୁଛି

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲାର ବିନିକା ଅଂଚଳରେ ହାତୀପଲଙ୍କ ଉତ୍‌ପାତ୍‌ ବଢ଼ୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପ୍ରାୟ ୪୦ ଟିକିଆ ହାତୀପଲ ପାଲିପଡା, ଉର୍ଲେ, ପାପକ୍ଷୟ, ରହିଲା ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି ବୋଲି କୁହାଯାଉଛି। ଶହ ଶହ ଏକର ପାଚିଲା ଧାନ ମଧ୍ୟ ନଷ୍ଟ କରୁଛନ୍ତି ହାତୀପଲ । ହାତୀପଲଙ୍କ ଉତ୍‌ପାତ୍‌ କାରଣରୁ ଲୋକେ ଅତିଷ୍ଠ ହେବା ସହ ଭୟଭୀତ ଅବସ୍ଥାରେ ରହିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.