ଭୁବନେଶ୍ୱର, (କେପିଏନ୍ଏସ୍) : ଏହି ଗ୍ରୀଷ୍ମ ଋତୁରେ ବୁଲା ଗୋରୁ, ଗାଈ, କୁକୁର, ଛେଳି ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ପାଇଁ ଘର ବାହାରେ ପାଣି ରଖନ୍ତୁ। ଛାତ ଉପରେ ପକ୍ଷୀମାନଙ୍କ ପାଇଁ ପାଣି ରଖନ୍ତୁ। ନିଜକୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରଖିବା ସହିତ ପଶୁପକ୍ଷୀଙ୍କୁ ରକ୍ଷା କରିବାରେ ସହାୟକ ହୁଅନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।