oum

ସଂକୀର୍ତ୍ତନ ମଣ୍ତଳୀ ମ୍ୟାନେଜରଙ୍କ ଦେହାନ୍ତ

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ନିକଟସ୍ଥ ପଧାନ ପାଲି ଗ୍ରାମ ଜଣାଶୁଣା ଭଦ୍ରବ୍ୟକ୍ତି ସଂକୀର୍ତ୍ତନ ଦଳର ମ୍ୟାନେଜର ଜୟ କୃଷ୍ଣ ପଧାନଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ୨ପୁଅ,୨ଝିଅ ଓ ବୋହୁ, ନାତି ନାତୁଣୀ ଉପସ୍ଥିତ ଥିଲେ । ଗ୍ରାମ ତଥା ଆଖପାଖ ଅଞ୍ଚଳର ଶତାଧିକ ସଂକୀର୍ତ୍ତନ ପ୍ରେମୀ ଶବଧାରା ସାମିଲ ଥିଲେ । ତାଙ୍କ ବଡ ପୁଅ ପ୍ରମୋଦ ପଧାନ ମୁଖାଗ୍ନି ଦେଇଥିଲେ । ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ ।

Leave A Reply

Your email address will not be published.