କରୋନା ବିରୁଦ୍ଧରେ ଲଢେଇ ଜାରି ରଖନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ବିପଦ ଏବେବି ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । ମାସ୍କ ସଠିକ୍ ଭାବରେ ପରିଧାନ କରନ୍ତୁ, ଶାରିରୀକ ଦୂରତା ବଜାୟ ରଖନ୍ତୁ ଏବଂ ଭଲ ଭାବରେ ସାବୁନରେ ହାତ ଧୋଇବା ଅଭ୍ୟାସ ଜାରି ରଖନ୍ତୁ । ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.