om academy

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୨ ଜଣ, ବଲାଙ୍ଗିର ବ୍ଲକ ଖଲିଆପାଲି ଗ୍ରା.ପ.ରୁ ୧ ଜଣ, ବଙ୍ଗୋମୁଣ୍ଡା ବ୍ଲକ କୁନ୍ଦାବୁଟଲା ଗ୍ରା.ପ., ଚାନ୍ଦୋତରା ଗ୍ରା.ପ., କନ୍‌ସିଲ ଗ୍ରା.ପ.ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ ହାତୀସରା ଗ୍ରା.ପ., ସାଲେପାଲି ଗ୍ରା.ପ., ରାମଚନ୍ଦ୍ରପୁର ଗ୍ରା.ପ.ରୁ ଜଣେ ଲେଖାଏଁ, ଗୁଡଭେଲା ବ୍ଲକ ବଡଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧ ଜଣ, ଗୁଡଭେଲା ଗ୍ରା.ପ.ରୁ ୨ ଜଣ, ଘୁନା ଗ୍ରା.ପ.ରୁ ୧ ଜଣ, କଣ୍ଟାବାଞ୍ଜି ବ୍ଲକ ୱାଡ ନମ୍ବର ୮ରୁ ଜଣେ, ଖପ୍ରାଖୋଲ ବ୍ଲଖ ସାହାଜପାନି ଗ୍ରା.ପ.ରୁ ଜଣେ, ଓଡିଆପାଲି ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ଗ୍ରା.ପ.ରୁ ୪ ଜଣ, ତେଲେନପାଲି ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ୧ ଜଣ, ବାଦିବାହାଲ ଗ୍ରା.ପ.ରୁ ୧ ଜଣ, ଯୋଗୀସର୍ଡା ଗ୍ରା.ପ.ରୁ ୧ ଜଣ, ପାଟଣାଗଡ ବ୍ଲକ ଗେର୍ଡା ଗ୍ରା.ପ.ରୁ ୧ ଜଣ, ଲରମ୍ଭା ଗ୍ରା.ପ.ରୁ ୧ ଜଣ, ଖୁଣ୍ଟସମଲାଇ ଗ୍ରା.ପ.ରୁ ୧ ଜଣ, ପୁଇଁନ୍ତଲା ବ୍ଲକ ଲୁକାପଡା ଗ୍ରା.ପ.ରୁ ୧ ଜଣ, ସଇଁତଲା ବ୍ଲକ ବେଲଗାଁ ଗ୍ରା.ପ.ରୁ ୧ ଜଣେ, ବୁଡାବାହାଲ ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧ ଓ ୮ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.