ମହାନଦୀରୁ ମିଳିଲା ବିରଳ ମାଛ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ୍ ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ସୋମବାର ମହାନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ନଦୀରୁ ଏକ ବିରାଟ ମାଛ ତାଙ୍କ ଜାଲରେ ପଡିଥିଲା । ଶ୍ରୀପତିଙ୍କ ଜାଲରେ ପଡିଥିବା ଏହି ମାଛର ଓଜନ ୨୫ କେଜିରୁ ଅଧିକ ରହିଛି । ଏହି ବିରାଟ ମାଛକୁ ସ୍ଥାନୀୟ ଲୋକେ ବୁଦ ମାଛ ବୋଲି କହୁଥିବା ବେଳେ ଏହାକୁ ଦେଖୁବା ପାଇଁ ଲୋକଙ୍କ ଭିଡ ଜମିଥିଲା ।

Leave A Reply

Your email address will not be published.

error: Content is protected !!