oum

ବଜ୍ରପାତରେ ମା’ ମୃତ, ପୁଅ ଗୁରୁତର

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଭଟା ଗ୍ରାମର ରେବତୀ ସାହୁ(୪୦) ଆଜି ବିଲକୁ ଯାଉଥିବା ବେଳେ ବଜ୍ରପାତରେ ମୃତ୍ୟୁ ହୋଇଛି । ପୁଅ ଭିଭି ସାହୁ(୧୨) ଏବେ ଗୁରୁତର ଅବସ୍ଥାରେ ଥିବା ବେଳେ ତାକୁ ସଇଁନ୍ତଲା ଡାକ୍ତରଖାନାକୁ ପରିବାର ଲୋକେ ନେଉଛନ୍ତି । ତେବେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.