ମୋଦୀଙ୍କ ସରକାରକୁ ରାହୁଲଙ୍କ ବକ୍ରୋକ୍ତି : ସତ୍ତାକୁ ଆସିଲେ କୃଷି ଆଇନକୁ ରଦ୍ଦ କରିଦେବୁ

ଚଣ୍ଡୀଗଡ଼ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କୃଷି ଆଇନ ବିରୋଧରେ ମୋଦୀ ସରକାରଙ୍କ ଉଦ୍ଦେଶ୍ୟରେ ବକ୍ରୋକ୍ତି ପ୍ରୟୋଗ କରିଛନ୍ତି । ପଞ୍ଜାବରେ ଆଜି ‘କ୍ଷେତି ବଚାଓ’ ଅଭିଯାନରେ ଯୋଗ ଦେବାବେଳେ ସେ କହିଛନ୍ତି ଯେ, ଯଦି ତାଙ୍କ ସରକାର ସତ୍ତାକୁ ଆସେ ତେବେ ଏହି ବିଲ୍‌କୁ ରଦ୍ଦ କରିଦେବେ । ମୋଦୀ ସରକାର ଚାଷୀଙ୍କ ସହ ଇଂରେଜଙ୍କ ଭଳି ଆଚରଣ କରୁଛନ୍ତି ବୋଲି ସେ କଟୁ ସମାଲୋଚନା କରିଛ‌ନ୍ତି ।

Leave A Reply

Your email address will not be published.