om academy

ସିଡ଼ିସି କହିଲା, ବାୟୁରେ ବ୍ୟାପୁଛୁ କରୋନା ଭୂତାଣୁ

jsm

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ତାର କାୟାବସ୍ତାର କରି ଚାଲିଛି । କରୋନାକୁ ନେଇ ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଂଟ୍ରୋଲ ଏଣ୍ଡ୍‌ ପ୍ରିଭେନ୍‌ସନ୍‌(ସିଡ଼ିସି) ପକ୍ଷରୁ କୁହାଯାଇଛି ଯେ, କରୋନା ଭୂତାଣୁ ବାୟୁମଣ୍ଡଳରେ କିଛି ଘଂଟା ଧରି ରହି ପାରୁଥିବା ବେଳେ ବାୟୁ ଦ୍ୱାରା ଅନ୍ୟମାନଙ୍କୁ ସଂକ୍ରମିତ କରିପାରେ । ବାୟୁ ଦ୍ୱାରା ଯଦି କରୋନା ସଂକ୍ରମିତ ହୁଏ, ତେବେ ଅଧିକରୁ ଅଧିକ ଲୋକେ ଏହା ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଯଥେଷ୍ଟ ରହିଥିବା ଯୋଗୁଁ ସାରା ବିଶ୍ୱରେ ଏବେ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । କୁହାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ମୋଟ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ଲୋକେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ କରୋନା ମହାମାରୀ ଆହୁରି ଭୟଙ୍କର ହେବାରେ ଲାଗିଛି ।

Leave A Reply

Your email address will not be published.