Browsing Category
ଓଡିଶା
ଗୁରୁଣ୍ଡାରେ ଏକ ଦିବସୀୟ ମହିଳା ଫୁଟବଲ : ଟିଟିଲାଗଡ ଦଳ ବିଜୟୀ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁରୁଣ୍ଡା ଖେଳ ପଡିଆଠାରେ ଏକତା କ୍ଲବ ଗୁରୁଣ୍ଡା ଆନୁକୁଲ୍ୟରେ ଏକ ଦିନିକିଆ ମହିଳା ଫୁଟବଲ ଖେଳ ଟିଟିଲାଗଡ଼ ଓ ବରଗଡ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଟିଟିଲାଗଡ ଦଳ ୧-୦ ଗୋଲରେ ବରଗଡ଼ ଦଳକୁ ପରାସ୍ତ!-->…
Read More...
Read More...
ଯୁବନେତା ଗିରିଧାରୀ ସାହୁ ମୁରିବାହାଲ ବ୍ଲକ କଂଗ୍ରେସ କମିଟି ସଭାପତି ନିଯୁକ୍ତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନିଲ ମେହେରଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ସହିତ ବ୍ଳକ ଓ ମ୍ୟୁନସିପାଲିଟିର ସଭାପତିମାନଙ୍କ ନାମ ଶୁକ୍ରବାର ଘୋଷଣା ହୋଇଛି । ମୁରିବାହାଲ ବ୍ଲକ କଂଗ୍ରେସ କମିଟିର ନୂତନ ସଭାପତି ରୂପେ!-->…
Read More...
Read More...
ଠିପି ବନ୍ଦ ମଦ ଦୋକାନରେ ଠିପି ଖୋଲା ବେପାର : ମିନି ବାର ସଜାଇ ଖୋଲାମେଲା ମଦ୍ୟପାନ ଅଭିଯୋଗ
ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି କଲେଜ୍ ନିକଟରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନରେ ସରକାରୀ ନିୟମକୁ ଉଲ୍ଲଂଘନ କରି ଠିପି ଖୋଲା ବେପାର ଚାଲିଥିବା ନେଇ ଗୁରୁତର ଅଭିଯୋଗ ଉଠିଛି । ନିୟମ ଅନୁଯାୟୀ ଏହି ଦୋକାନରେ କେବଳ ମଦ!-->…
Read More...
Read More...
ହାଡଭଙ୍ଗା ଶୀତରେ ଥରୁଛି ବାଲିଗୁଡା ସହର : କୃଷି, ଶ୍ରମିକ, ବ୍ୟବସାୟିକ କାର୍ଯ୍ୟକ୍ଷେତ୍ର ହେଉଛି ବାଧାପ୍ରାପ୍ତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମଗ୍ର ବାଲିଗୁଡା ଉପଖଣ୍ଡରେ ଦିନକୁ ଦିନ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଛି, କମିବାର ନାଁ ଧରୁନି, ଦିନ ହେଉ କି ରାତି ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ଦିନ ରାତି ପିଲାଠୁ ବୁଢା ଯାଏଁ ନିଆଁ ଲଗାଇ ପାଖରେ ବସି ରହୁଥିବା ଦେଖିବାକୁ ମିଳୁଛି । ଗତ!-->…
Read More...
Read More...
ପିତୃମାତୃ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷା ବର୍ଷର ଚତୁର୍ଥ ପିଟିଏମ୍ ଅସ୍ଥାୟୀ ସଭାପତି ପିଙ୍କି ତନ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ!-->…
Read More...
Read More...
କ୍ରୀଡାବିଦ୍ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଜଣାଶୁଣା କ୍ରୀଡାବିଦ୍ ତଥା ସମାଜସେବୀ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଆଜି ବଲାଙ୍ଗିର ସହରର ବୁଦ୍ଧିଜୀବୀ ଓ ବିଭିନ୍ନ କଳା କ୍ରିକେଟ ପ୍ରେମୀ ତାଙ୍କ ବାସଭବନରେ ତାଙ୍କ ସପରିବାର ସହ ଶ୍ରଦ୍ଧାଞ୍ଜଳି!-->…
Read More...
Read More...
ଚଣ୍ଡୀ ପ୍ରସାଦ ଖମାରୀଙ୍କୁ ପିଏଚ୍ଡ଼ି ପ୍ରଦାନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥିତ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟର ସହାୟକ ପ୍ରଫେସର ଚଣ୍ଡୀ ପ୍ରସାଦ ଖମାରୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଆଇନ ବିଷୟରେ ପି.ଏଚ୍.ଡି. ଉପାଧି ସଫଳତାର ସହିତ ଅର୍ଜନ କରିଛନ୍ତି । ତାଙ୍କ ଗବେଷଣା ପ୍ରବନ୍ଧ “Sentencing Policy and!-->…
Read More...
Read More...
ମିଶନ ଫିଟ୍ ବଲାଙ୍ଗିରର ସ୍ୱପ୍ନକୁ ସାକାର କରି ଚାରିବର୍ଷ ପୂର୍ଣ୍ଣ କଲା ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଲବ
ବଲାଙ୍ଗିର, (କେପିଏନ୍ଏସ୍) : ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଫିଟନେସ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ “ମିଶନ ଫିଟ୍ ବଲାଙ୍ଗିର” ନାରାକୁ ଆଗରେ ରଖି ଆରମ୍ଭ ହୋଇଥିବା ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଲବ ଆଜି ସଫଳତାର ସହିତ ତାହାର ଚାରିଟିଏ ବର୍ଷ ପୂରଣ କରିଛି । ବଲାଙ୍ଗିର ସହରର!-->…
Read More...
Read More...
ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ସ୍ଥିତ ଶ୍ରମଶକ୍ତି ମହାବିଦ୍ୟାଳୟରେ ନାରୀ ସୁରକ୍ଷା ସମ୍ପର୍କିତ ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ସଞ୍ଜୟ କୁମାର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବନ ବିଭାଗର!-->…
Read More...
Read More...
ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାର ନିର୍ଦ୍ଦେଶିତ ମହାବିଦ୍ୟାଳୟ ସ୍ତରର ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ଅଭିବୃଦ୍ଧି ପାଇଁ ସ୍ଥାନୀୟ ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଆନୁକୂଲ୍ୟରେ ଏକ ଅଷ୍ଟ-ଦିବସୀୟ ଶିବିର କଲେଜ ପରିସରରେ!-->…
Read More...
Read More...